ୱଡ଼ାଲିର-ଶୋନ୍ତୁଙ୍କ-ପ୍ରତିକୂଳ-ପରିସ୍ଥିତି-ଓ-ଅସରନ୍ତି-ଦୁଃଖ

Nov 09, 2022

ୱଡ଼ାଲିର ଶୋନ୍ତୁଙ୍କ ପ୍ରତିକୂଳ ପରିସ୍ଥିତି ଓ ଅସରନ୍ତି ଦୁଃଖ

ଗୁଜରାଟର ସାବରକଣ୍ଠା ଜିଲ୍ଲାରେ ଶିକ୍ଷା ଗ୍ରହଣ କରିବା ଜରିଆରେ ନିଜର ଭବିଷ୍ୟତକୁ ସୁରକ୍ଷିତ କରିବା ଲାଗି ଜଣେ ଦଳିତ ଯୁବକଙ୍କ ସଂଘର୍ଷ ଦ୍ୱାରା ପ୍ରଭାବିତ ହୋଇ ଜଣେ ଲେଖକ ତାଙ୍କର କାହାଣୀ କହିବା ଲାଗି ନିଷ୍ପତ୍ତି ନେଇଛନ୍ତି

Want to republish this article? Please write to [email protected] with a cc to [email protected]

Author

Umesh Solanki

ଉମେଶ ସୋଲାଙ୍କି ଅହମ୍ମଦାବାଦର ଜଣେ ଫଟୋଗ୍ରାଫର, ରିପୋର୍ଟର, ବୃତ୍ତଚିତ୍ର ନିର୍ମାତା ଔପନ୍ୟାସିକ ଓ କବି । ତାଙ୍କର ତିନିଟି କବିତା ସଂକଳନ, ଗୋଟିଏ କାବ୍ୟ ଉପନ୍ୟାସ, ଗୋଟିଏ ଉପନ୍ୟାସ ଓ କେତେକ ବାସ୍ତବତାଭିତ୍ତିକ ସୃଜନଶୀଳ ସାହିତ୍ୟ କୃତୀ ସଂଗ୍ରହ ପ୍ରକାଶ ପାଇଛି ।

Illustration

Labani Jangi

ଲାବଣୀ ଜାଙ୍ଗୀ ୨୦୨୦ର ଜଣେ ପରୀ ଫେଲୋ ଏବଂ ପଶ୍ଚିମବଙ୍ଗ ନଦିଆରେ ରହୁଥିବା ଜଣେ ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ କୋଲକାତାସ୍ଥିତ ସେଣ୍ଟର ଫର ଷ୍ଟଡିଜ୍‌ ଇନ୍‌ ସୋସିଆଲ ସାଇନ୍ସେସ୍‌ରେ ଶ୍ରମିକ ପ୍ରବାସ ଉପରେ ପିଏଚଡି କରୁଛନ୍ତି।

Editor

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ‘ପରୀ’ର ଜଣେ ବରିଷ୍ଠ ସଂପାଦକ ଏବଂ ସେ ‘ପରୀ’ର ସୃଜନଶୀଳ ଲେଖା ବିଭାଗର ମୁଖ୍ୟ । ସେ ମଧ୍ୟ ‘ପରୀଭାଷା’ ଟିମ୍‌ର ଜଣେ ସଦସ୍ୟ ଏବଂ ଗୁଜରାଟୀ ଲେଖାର ଅନୁବାଦ ଓ ସଂପାଦନା କରନ୍ତି । ତାଙ୍କର ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ଅନେକ କବିତା ପ୍ରକାଶ ପାଇଛି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।