ସେଓଗଞ୍ଜରେ-ମାଙ୍କଡ଼-ବ୍ୟବସାୟ-ଏକ-ବଡ଼-ସେବା

Sirohi, Rajasthan

Jun 28, 2019

ସେଓଗଞ୍ଜରେ ମାଙ୍କଡ଼ ବ୍ୟବସାୟ ଏକ ବଡ଼ ସେବା

ରାଜସ୍ଥାନର ସିରୋହି ଜିଲ୍ଲାରେ ଘରମାନଙ୍କରୁ ବଳିଯାଉଥିବା ଖାଦ୍ୟକୁ ସଂଗ୍ରହ କରିବା ଏବଂ ନିକଟବର୍ତ୍ତୀ ଜଙ୍ଗଲରେ ରହୁଥିବା ଭୋକିଲା ମାଙ୍କଡ଼ମାନଙ୍କୁ ତାହା ଖୁଆଇବା ଲାଗି ଏକ ସ୍ଥାନୀୟ ଗ୍ରୁପ୍ ଦ୍ୱାରା ଝୁଜାରାମ ସନ୍ତଙ୍କୁ ନିଯୁକ୍ତ କରାଯାଇଛି । ବିଶେଷ କରି ଖରାମାସରେ ଯେତେବେଳେ ଖାଦ୍ୟ ସଙ୍କଟ ପଡ଼ିଥାଏ ସେତେବେଳେ ଝୁଜାରାମ ଏହା କରିଥାନ୍ତି ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sidh Kavedia

ସିଦ୍ଧ କାଭେଦିଆ ବେଙ୍ଗାଲୁରୁର ଶିବୁମି ସ୍କୁଲର ଜଣେ ୧୦ମ ଶ୍ରେଣୀ ଛାତ୍ର ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।