ବନସୱାଡ଼ାର-ପରମ୍ପରା-ମହିଳାମାନଙ୍କୁ-ଚଉକିରେ-ବସିବା-ମନା

Banswara, Rajasthan

May 07, 2022

ବନସୱାଡ଼ାର ପରମ୍ପରା: ‘ମହିଳାମାନଙ୍କୁ ଚଉକିରେ ବସିବା ମନା’

ରାଜସ୍ଥାନ ଏବଂ ସାରା ଭାରତରେ ବହୁ ଗାଁରେ, ମହିଳାମାନେ ପରମ୍ପରା ଦୃଷ୍ଟିରୁ ତଳେ ବସିବା ପାଇଁ ବାଧ୍ୟ। ବନସୱାଡ଼ା ଜିଲ୍ଲାର ତିନିଟି ଗାଁରେ ଫଟୋ ଉଠାଇବା ଉଦ୍ଦେଶ୍ୟରେ ସେମାନଙ୍କୁ ଚେୟାର ବା ଖଟିଆରେ ବସିବା ଏବଂ ନିଜକୁ ଏକ ପ୍ରତୀକାତ୍ମକ ଉତ୍‌ଥାନ ଭାବେ ଅନୁମତି ଦେବା ପାଇଁ ସେମାନଙ୍କୁ କିଛି ସମୟ ବୁଝାଇବାକୁ ପଡ଼ିଲା

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Nilanjana Nandy

ନୀଳାଞ୍ଜନା ନନ୍ଦି ଜଣେ ଦିଲ୍ଲୀଭିତ୍ତିକ ଭିଜୁଆଲ ଆର୍ଟିଷ୍ଟ ଏବଂ ଶିକ୍ଷାବିତ୍‌ । ସେ ଅନେକ କଳା ପ୍ରଦର୍ଶନୀରେ ଭାଗ ନେଇଛନ୍ତି ଏବଂ ଅନ୍ୟଗୁଡ଼ିକ ମଧ୍ୟରେ ଫ୍ରାନ୍ସର ପୋଣ୍ଟ-ଆଭେନ୍‌ ସ୍କୁଲ ଅଫ୍‌ ଆର୍ଟରୁ ଏକ ସ୍କଲାରସିପ୍‌ ପାଇଛନ୍ତି । ବରୋଦାର ମହାରାଜା ସୟାଜିରାଓ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍‌ଟି ଅଫ୍‌ ଫାଇନ୍‌ ଆର୍ଟସ୍‌ରୁ ସେ ଚିତ୍ରକଳାରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି । ଏଠାରେ ଦର୍ଶାଯାଇଥିବା ଫଟୋଗୁଡ଼ିକ ରାଜସ୍ଥାନରେ ‘ଇକ୍ୱିଲିବିରିୟମ’ ଭାବେ ପରିଚିତ ଆର୍ଟିଷ୍ଟ ଇନ୍‌ ରେସିଡେନ୍ସି କାର୍ଯ୍ୟକ୍ରମରେ ଉଠାଯାଇଥିଲା ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।