ବାଣ-ତିଆରି-ବନ୍ଦ-ହେଲେ-ଭୂତାଣୁକୁ-ଖୋରାକ-ଯୋଗାଉଛି-ମଦ

Virudhunagar, Tamil Nadu

Jul 22, 2020

ବାଣ ତିଆରି ବନ୍ଦ, ହେଲେ ଭୂତାଣୁକୁ ଖୋରାକ ଯୋଗାଉଛି ମଦ

ତାମିଲନାଡୁର ବିରୁଧୁନଗରରେ ଅରୁନ୍ଥାଥିୟାର ସଂପ୍ରଦାୟର ଅନେକ ମହିଳାଙ୍କ ଭଳି ଦେବୀ କନକରାଜ ଶିବକାଶୀର ଏକ ବାଣ କାରଖାନାରେ କାମ କରନ୍ତି । ଲକ୍‌ଡାଉନ୍‌ ଯୋଗୁଁ ତାଙ୍କ ସ୍ଥିତି ଏବେ ଏମିତି ଯେ, ରୋଜଗାର ବନ୍ଦ, ଖାଦ୍ୟ ସାମଗ୍ରୀ ସରି ସରି ଯାଉଛି, ଋଣଭାର ବଢୁଛି ଏବଂ ସାଙ୍ଗରେ ଜଣେ ନିଶାଖୋର ସ୍ଵାମୀ ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

S. Senthalir

ଏସ ସେନ୍ଥାଲିର ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସମ୍ପାଦିକା ଏବଂ ୨୦୨୦ର ପରୀ ସଦସ୍ୟା। ସେ ଲିଙ୍ଗ, ଜାତି ଓ ଶ୍ରମ ବିଷୟକୁ ନେଇ ରିପୋର୍ଟ ସଂଗ୍ରହ କରିଥାନ୍ତି। ସେନ୍ଥାଲିର ୱେଷ୍ଟମିନିଷ୍ଟର ବିଶ୍ୱବିଦ୍ୟାଳୟରେ ଚେଭେନିଂ ଦକ୍ଷିଣ ଏସିଆ ସାମ୍ବାଦିକତା କାର୍ଯ୍ୟକ୍ରମର ୨୦୨୩ର ଜଣେ ସଦସ୍ୟ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।