ଓଡିଶାର କୋରାପୁଟ ଜିଲ୍ଲାର କନ୍ଧ ଆଦିବାସୀମାନେ ଜଗନ୍ନାଥ ରଥ ଯାତ୍ରାର ଅନ୍ତିମ ପର୍ଯ୍ୟାୟର ଉତ୍ସବରେ ସାମିଲ୍‌ ହେବା ପାଇଁ ପାହାଡ଼ରୁ ଓହ୍ଲାଇ ନାରାୟାଣପାଟ୍‌ଣାକୁ ଆସିଛନ୍ତି । ସେହି ଅନ୍ତିମ ଦିନକୁ ବାହୁଡା ଯାତ୍ରା ବୋଲି କୁହାଯାଏ- ଯେଉଁଦିନ ଜଗନ୍ନାଥଙ୍କ ରଥ ତାଙ୍କ ମନ୍ଦିରକୁ ବାହୁଡିଯାଏ । ତିନିଜଣ ବନ୍ଧୁ, ଯାହାର ବୟସ ୧୪ – ୧୬ ମଧ୍ୟରେ ଅଟେ, ଉତ୍ସବ ପାଳନ ହେଉଥିବା ଅଞ୍ଚଳରେ ଏଣେତେଣେ ବୁଲୁଛନ୍ତି ।

ଫଟୋ : ପି.ସାଇନାଥ, ଜୁଲାଇ ୨, ୨୦୦୯, ନିକନ D ୩୦୦୦ ।

ଅନୁବାଦ: ଓଡ଼ିଶାଲାଇଭ୍‍

ਪੀ ਸਾਈਨਾਥ People’s Archive of Rural India ਦੇ ਮੋਢੀ-ਸੰਪਾਦਕ ਹਨ। ਉਹ ਕਈ ਦਹਾਕਿਆਂ ਤੋਂ ਦਿਹਾਤੀ ਭਾਰਤ ਨੂੰ ਪਾਠਕਾਂ ਦੇ ਰੂ-ਬ-ਰੂ ਕਰਵਾ ਰਹੇ ਹਨ। Everybody Loves a Good Drought ਉਨ੍ਹਾਂ ਦੀ ਪ੍ਰਸਿੱਧ ਕਿਤਾਬ ਹੈ। ਅਮਰਤਿਆ ਸੇਨ ਨੇ ਉਨ੍ਹਾਂ ਨੂੰ ਕਾਲ (famine) ਅਤੇ ਭੁੱਖਮਰੀ (hunger) ਬਾਰੇ ਸੰਸਾਰ ਦੇ ਮਹਾਂ ਮਾਹਿਰਾਂ ਵਿਚ ਸ਼ੁਮਾਰ ਕੀਤਾ ਹੈ।

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE