ଉନ୍ନାଓ : ଜମିରୁ ଦୁଇ ଜଣ ଦଳିତ ଝିଅଙ୍କ ମୃତଦେହ ଉଦ୍ଧାର, ତୃତୀୟଙ୍କ ଅବସ୍ଥା ସଙ୍କଟାପନ୍ନ
- ଦ ୱେର୍, ଫେବୃଆରୀ ୧୮, ୨୦୨୧
ୟୁପିରେ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଦଳିତ ଝିଅର ଶବ, ବଳାତ୍କାର ଅଭିଯୋଗରେ ତିନି ଜଣଙ୍କ ନାମରେ ଏଫଆଇଆର ରୁଜୁ
- ଆଉଟଲୁକ ଇଣ୍ଡିଆ, ଜାନୁଆରୀ ୧୮, ୨୦୨୧
ଉତ୍ତର ପ୍ରଦେଶରେ ୧୫ ବର୍ଷୀୟା ଦଳିତ ଝିଅର ଶବ ଜମିରୁ ମିଳିଲା, ଘର ଲୋକଙ୍କ ହତ୍ୟା ଅଭିଯୋଗ
- ହିନ୍ଦୁସ୍ତାନ ଟାଇମ୍ସ, ଅକ୍ଟୋବର ୩, ୨୦୨୦
ହାଥରସ ପରେ : ଉତ୍ତର ପ୍ରଦେଶରେ ୨୨ ବର୍ଷୀୟା ଦଳିତ ମହିଳାଙ୍କ ବଳାତ୍କାର, ହତ୍ୟା
- ଦ ଇଣ୍ଡିଆନ ଏକ୍ସପ୍ରେସ, ଅକ୍ଟୋବର ୧, ୨୦୨୦
ଜଘନ୍ୟ ଗଣବଳାତ୍କାରର ଶିକାର ଉତ୍ତର ପ୍ରଦେଶର ଦଳିତ ଝିଅ, ଦିଲ୍ଲୀ ଡାକ୍ତରଖାନାରେ ଆଖି ବୁଜିଲେ
- ଦ ହିନ୍ଦୁ, ସେପ୍ଟେମ୍ବର ୨୯, ୨୦୨୦
ଉତ୍ତର ପ୍ରଦେଶ : ଦଳିତ କିଶୋରୀ ଝିଅକୁ ବଳାତ୍କାର, ଗଛରୁ ମିଳିଲା ଝୁଲନ୍ତା ଶବ
- ଫାଷ୍ଟପୋଷ୍ଟ, ଫେବୃଆରୀ ୧୯, ୨୦୧୫
ଉତ୍ତର ପ୍ରଦେଶରେ ଆଉ ଜଣେ ନାବାଳିକାର ଶବ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଲା, ପରିବାର ପକ୍ଷରୁ ବଳାତ୍କାର ଓ ହତ୍ୟା ଅଭିଯୋଗ
- ଡିଏନଏ, ଜାନୁଆରୀ ୧୨, ୨୦୧୪



