ମେ ୧ ତାରିଖ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ, ଭାରତରେ ଶ୍ରମିକମାନଙ୍କ ସ୍ଥିତି ଉପରେ ଆଲୋକପାତ ପୂର୍ବକ ‘ପରୀ’ ଚାରିଟି ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରୁଛି । ଗ୍ରାଫିକ୍ସ ଜରିଆରେ ଉପସ୍ଥାପିତ ଏହି ସବୁ ରିପୋର୍ଟରେ, ଶ୍ରମିକମାନେ କର୍ମକ୍ଷେତ୍ରରେ ସାମନା କରୁଥିବା ବିଷମ ସ୍ଥିତି ଏବଂ ସେମାନଙ୍କ ଐକ୍ୟବଦ୍ଧତା ଉପରେ ଆଲୋକପାତ କରାଯାଇଛି
ଘରୋଇ ଉପଭୋଗ ବ୍ୟୟ ସର୍ବେକ୍ଷଣ : ୨୦୨୨-୨୩ ତଥ୍ୟ ପୁସ୍ତିକା (ଅଗଷ୍ଟ ୨୦୨୨-ଜୁଲାଇ ୨୦୨୩)
*****
କିସାନ୍ ମଜଦୁର ଆୟୋଗ (କେଏମସି) : କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ କାର୍ଯ୍ୟସୂଚୀ ୨୦୨୪
ଭାରତରେ ଆୟ ଓ ସମ୍ପତ୍ତି ଅସମାନତା, ୧୯୨୨-୨୦୨୩ : କୋଟିପତିଙ୍କ ଆଧିପତ୍ୟର ଅଭ୍ୟୁଦୟ
ଭାରତରେ ନିଯୁକ୍ତି ରିପୋର୍ଟ ୨୦୨୪ : ଯୁବବର୍ଗଙ୍କ ନିଯୁକ୍ତି, ଶିକ୍ଷା ଓ ଦକ୍ଷତା
ଗ୍ରାଫିକ୍ସ: ରିକିନ ସାଙ୍କଲେଚା
ଅନୁବାଦ: ଓଡ଼ିଶାଲାଇଭ୍
ଲୋକଙ୍କ ଦୈନନ୍ଦିନ ଜୀବନ ସଂପର୍କିତ ଏକ ଉପାଦେୟ ସମ୍ବଳ ସଂଗ୍ରହାଗାର ସ୍ଥାପନ ଦିଗରେ PARI ଲାଇବ୍ରେରୀ ଟିମ୍ର ସଦସ୍ୟ ଦୀପାଞ୍ଜଳି ସିଂହ, ସ୍ୱଦେଶା ଶର୍ମା ଏବଂ ସିଦ୍ଧିତା ସୋନାବାନେ ଆବଶ୍ୟକ ନଥିପତ୍ର ପ୍ରସ୍ତୁତି ଦିଗରେ ଉଦ୍ୟମରତ।
ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।