in-deverayapatna-youve-got-mail-or

Tumkur, Karnataka

Oct 09, 2023

ଦେବରାୟପାଟନାରେ, ‘ଆପଣଙ୍କର ଚିଠି ଆସିଛି!’

ବିଶ୍ୱ ଡାକ ଦିବସ ଅବସରରେ, ଛଅଟି ଗାଁରେ ଡାକ ସେବା ଦାୟିତ୍ୱରେ ଥିବା ଗ୍ରାମ୍ୟ ଡାକ କର୍ମୀ ରେଣୁକା ପ୍ରସାଦଙ୍କୁ ଭେଟି ତାଙ୍କ ସହିତ ବାର୍ତ୍ତାଳାପ କରିଥିଲା ‘ପରୀ’। ସବୁଦିନ ସେ ସାଇକେଲରେ ପ୍ରତି ଗାଁକୁ ଯାଇ ଗୁରୁତ୍ୱପୂର୍ଣ୍ଣ ଡାକ, ଚିଠି ଏବଂ କାଗଜପତ୍ର ଆଦି ବଣ୍ଟନ କରନ୍ତି । ଏଭଳି ଏକ ଅତି କଠିନ କାର୍ଯ୍ୟ କରୁଥିବା ସତ୍ତ୍ୱେ ସରକାର ତାଙ୍କୁ ପେନ୍‌ସନ ଟିକେ ବି ଦିଅନ୍ତି ନାହିଁ

Student Reporter

Hani Manjunath

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Student Reporter

Hani Manjunath

ହନି ମଞ୍ଜୁନାଥ ତୁମକୁରର ଟିଭିଏସ୍‌ ଏକାଡେମୀର ଜଣେ ଛାତ୍ର ।

Editor

PARI Education Team

ଆମେ ଗ୍ରାମୀଣ ଭାରତ ଏବଂ ବଞ୍ଚିତ ଲୋକମାନଙ୍କ କାହାଣୀକୁ ମୁଖ୍ୟସ୍ରୋତର ଶିକ୍ଷା ପାଠ୍ୟକ୍ରମ ମଧ୍ୟକୁ ଆଣିଥାଉ। ନିଜ ଆଖପାଖର ପ୍ରସଙ୍ଗ ଗୁଡ଼ିକ ଉପରେ ରିପୋର୍ଟ ପ୍ରସ୍ତୁତ କରିବା ଏବଂ ଲେଖିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ସହିତ ମଧ୍ୟ ଆମେ କାର୍ଯ୍ୟ କରିଥାଉ, ସେମାନଙ୍କୁ ସାମ୍ବାଦିକତା ଶୈଳୀରେ ଲେଖିବା ପାଇଁ ମାର୍ଗଦର୍ଶନ କରୁ ଓ ତାଲିମ ଦେଇଥାଉ। ଛୋଟ ଛୋଟ ପାଠ୍ୟକ୍ରମ, ଅଧିବେଶନ ଏବଂ କର୍ମଶାଳା ମାଧ୍ୟମରେ ଆମେ ଏହା କରିଥାଉ। ଏଥିସହିତ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନକୁ ଭଲ ଭାବେ ବୁଝିବା ଲାଗି ଛାତ୍ରଛାତ୍ରୀଙ୍କୁ ସକ୍ଷମ କରିବା ନିମନ୍ତେ ଆମେ ପାଠ୍ୟଖସଡ଼ା ଡିଜାଇନ୍ କରିଥାଉ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।