ୟୁପି-କିଛି-କରାଯାଇ-ପାରିବ-ନାହିଁ-କର୍ତ୍ତବ୍ୟ-କରିବାକୁ-ପଡିବ

Prayagraj, Uttar Pradesh

May 29, 2021

ୟୁପି: ‘କିଛି କରାଯାଇ ପାରିବ ନାହିଁ, କର୍ତ୍ତବ୍ୟ କରିବାକୁ ପଡିବ’

ୟୁପିର ପଞ୍ଚାୟତ ନିର୍ବାଚନରେ ବାଧ୍ୟତାମୂଳକ କର୍ତ୍ତବ୍ୟ ସମ୍ପାଦନ କରୁଥିବା ଶିକ୍ଷକମାନଙ୍କର କୋଭିଡ-୧୯ରେ ବୃଦ୍ଧି ପାଉଥିବା ମୃତ୍ୟୁ ଶୋଷଣକାରୀ ‘ଶିକ୍ଷାମିତ୍ର’ ବ୍ୟବସ୍ଥା ଆଡକୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। PARI ଜୀବନ ହରାଇଥିବା ତିନିଜଣ ‘ମିତ୍ର’ଙ୍କୁ ଚିହ୍ନଟ କରିଛି

Translator

OdishaLIVE

Reporting and Cover Illustration

Jigyasa Mishra

Want to republish this article? Please write to [email protected] with a cc to [email protected]

Reporting and Cover Illustration

Jigyasa Mishra

ଜିଜ୍ଞାସା ମିଶ୍ର, ଉତ୍ତର ପ୍ରଦେଶ ଚିତ୍ରକୂଟର ଜଣେ ସ୍ଵାଧୀନ ସାମ୍ବାଦିକ । ସେ ମୁଖ୍ୟତଃ ଗ୍ରାମାଞ୍ଚଳ ପ୍ରସଙ୍ଗରେ, ଭାରତର ବିଭିନ୍ନ ଭାଗରେ ପ୍ରଚଳିତ କଳା ଓ ସଂସ୍କୃତି ଉପରେ ରିପୋର୍ଟ ଦିଅନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।