ନଭେମ୍ବର ୩୦ ତାରିଖରେ, ସାରା ଦେଶର ହଜାର ହଜାର ଚାଷୀ ଯେଉଁମାନେ କି ରାମଲୀଳା ମୈଦାନକୁ ଦିଲ୍ଲୀର ୪ଟି ଭିନ୍ନ ଭିନ୍ନ ସ୍ଥାନରୁ ଆସିଥିଲେ ସଂସଦ ମାର୍ଗ(ପାର୍ଲିଆମେଣ୍ଟ ଷ୍ଟ୍ରିଟ୍) ଅଭିମୁଖେ ଯାତ୍ରା କଲେ । ସେମାନେ ସାଙ୍ଗରେ ସେମାନଙ୍କର ଜିନିଷପତ୍ର ଧରିବା ସହିତ କିଛି ଦାବି ନେଇ ଯାଇଥିଲେ । ସେଥିମଧ୍ୟରେ କୃଷକଙ୍କ ସମସ୍ୟା ପାଇଁ ଉତ୍ସର୍ଗୀକୃତ ସଂସଦର ଏକ ସ୍ୱତନ୍ତ୍ର ୨୧ ଦିନିଆ ଅଧିବେଶନ ପାଇଁ ଦାବି ସାମିଲ ଥିଲା।
T


New Delhi, Delhi
|MON, DEC 17, 2018
ସଂସଦ ଯାଏ ଦୀର୍ଘ ପଥ
ରାମଲୀଳା ମୈଦାନରେ ରାତି ବିତାଇବା ପରେ ସରକାରଙ୍କ ସମ୍ମୁଖରେ ସେମାନଙ୍କର ଦାବି ରଖିବା ଲାଗି ନଭେମ୍ବର ୩୦ ତାରିଖରେ ହଜାର ହଜାର ଚାଷୀ ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଆଡକୁ ଯାତ୍ରା କଲେ ।
Author
Translator

Sanket Jain
ସକାଳ ୭.୩୦ ମିନିଟ୍ରେ ଚାଷୀମାନେ ରାମଲୀଳା ମୈଦାନରେ ଜଳଖିଆ ପାଇଁ ଅପେକ୍ଷା କରିଛନ୍ତି

Sanket Jain
ଯାତ୍ରା ଆରମ୍ଭ କରିବା ପୂର୍ବରୁ ଚାଷୀମାନେ ସକାଳୁ ଟିକେ ଆରାମ କରୁଛନ୍ତି

Sanket Jain
ତାମିଲନାଡୁର କୁଡ୍ଡାଲୋର ଜିଲ୍ଲାର କାଟ୍ଟୁମାନ୍ନାରକୋଲି ତାଲୁକାର କାଞ୍ଜନକୋଲ୍ଲାଇ ଗାଁର ଚାଷୀ କୋଦଣ୍ଡ ରମନ୍ କିଶାନ ମୁକ୍ତି ପଦଯାତ୍ରା ସଂପର୍କରେ ଖବରକାଗଜରେ ବାହାରିଛି କି ନାହିଁ ତାହା ଦେଖୁଛନ୍ତି ।

Sanket Jain
ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲାର ଆଦିବାସୀ ଚାଷୀମାନେ ଏକ ପାରମ୍ପରିକ ନୃତ୍ୟ କରୁଛନ୍ତି

Sanket Jain
ନିଜ ନିଜର ଗାଁ ଓ ଜିଲ୍ଲାରୁ ଆସିଥିବା ଲୋକଙ୍କୁ ଚାଷୀମାନେ ଏକତ୍ରିତ କରୁଛନ୍ତି ଏବଂ ପଦଯାତ୍ରା ପାଇଁ ପ୍ରସ୍ତୁତ ହେଉଛନ୍ତି

Sanket Jain
ବିକ୍ଷୋଭକାରୀମାନେ ମୈଦାନରୁ ସଂସଦ ମାର୍ଗ ଆଡକୁ ଯାଉଛନ୍ତି

Sanket Jain
ଚାଷୀ ଓ ସେମାନଙ୍କର ଦାବିକୁ ସମର୍ଥନ କରି ଦିଲ୍ଲୀର ଲୋକମାନେ ବାହାରି ଆସିଛନ୍ତି

Sanket Jain
ସଂସଦ ମାର୍ଗରେ ପହଞ୍ଚିବା ପରେ ପଦଯାତ୍ରାକାରୀଙ୍କୁ ସ୍ୱେଚ୍ଛାସେବୀମାନେ ପାଣି ପ୍ୟାକେଟ୍ ବଣ୍ଟନ କରୁଛନ୍ତି

Sanket Jain
ରାମଲୀଳା ମୈଦାନରୁ ଦୀର୍ଘ ଯାତ୍ରା କରିବା ପରେ ପଞ୍ଜାବର କିଛି ବୟସ୍କ ଚାଷୀ ବିଶ୍ରାମ ନେଉଛନ୍ତି

Sanket Jain
ସଂସଦ ମାର୍ଗରେ ଏକ ମଞ୍ଚ ସାମ୍ନାରେ ବସି କୃଷକ ନେତା ଏବଂ ରାଜନେତାଙ୍କ ଭାଷଣ ଶୁଣୁଛନ୍ତି
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ସଂସଦ-ଯାଏ-ଦୀର୍ଘ-ପଥ

