ମାଲକାନଗିରିରେ-ଶିଶୁ-ମୃତ୍ୟୁଞ୍ଜୟ-କିପରି-ଜନ୍ମ-ହେଲା

Malkangiri, Odisha

Jun 06, 2021

ମାଲକାନଗିରିରେ ଶିଶୁ ମୃତ୍ୟୁଞ୍ଜୟ କିପରି ଜନ୍ମ ହେଲା

ଓଡିଶାର ମାଲକାନଗିରିର ଜଳଭଣ୍ଡାର ଅଞ୍ଚଳରେ ଥିବା ଛୋଟ ଆଦିବାସୀ ଗାଁ, ଘଞ୍ଚ ଜଙ୍ଗଲମଧ୍ୟରେ, ଉଚ୍ଚ ପର୍ବତଗୁଡିକ, ଏବଂ ରାଜ୍ୟ- ମାଓବାଦୀ ସଂଘର୍ଷ, ଅନିୟମିତ ବୋଟ ସେବା ଓ ଖରାପ ରାସ୍ତା ହେଉଛି ଦୁର୍ଲଭ ସ୍ୱାସ୍ଥ୍ୟ ସୁବିଧା ପାଇବାର ଏକ ମାତ୍ର ମାଧ୍ୟମ

Series Editor

Sharmila Joshi

Illustration

Labani Jangi

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Jayanti Buruda

ଓଡିଶାର ମାଲକାନଗିରିରେ ଥିବା ଜୟନ୍ତି ବୁରୁଦା ସେର୍ପାଲ୍ଲି ଗାଁର ଜୟନ୍ତି ବୁରିଦା ହେଉଛନ୍ତି କଳିଙ୍ଗ ଟିଭିର ପୂର୍ଣ୍ଣକାଳୀନ ଜିଲ୍ଲା ରିପୋର୍ଟର। ସେ ଗ୍ରାମାଞ୍ଚାଳର ଜୀବିକା, କଳା ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ଗୁରୁତ୍ୱ ଦେଇ କାହାଣୀ ପ୍ରସ୍ତୁତ କରନ୍ତି।

Illustration

Labani Jangi

ଲାବଣୀ ଜାଙ୍ଗୀ ୨୦୨୦ର ଜଣେ ପରୀ ଫେଲୋ ଏବଂ ପଶ୍ଚିମବଙ୍ଗ ନଦିଆରେ ରହୁଥିବା ଜଣେ ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ କୋଲକାତାସ୍ଥିତ ସେଣ୍ଟର ଫର ଷ୍ଟଡିଜ୍‌ ଇନ୍‌ ସୋସିଆଲ ସାଇନ୍ସେସ୍‌ରେ ଶ୍ରମିକ ପ୍ରବାସ ଉପରେ ପିଏଚଡି କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Editor

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ‘ପରୀ’ର ଜଣେ ବରିଷ୍ଠ ସଂପାଦକ ଏବଂ ସେ ‘ପରୀ’ର ସୃଜନଶୀଳ ଲେଖା ବିଭାଗର ମୁଖ୍ୟ । ସେ ମଧ୍ୟ ‘ପରୀଭାଷା’ ଟିମ୍‌ର ଜଣେ ସଦସ୍ୟ ଏବଂ ଗୁଜରାଟୀ ଲେଖାର ଅନୁବାଦ ଓ ସଂପାଦନା କରନ୍ତି । ତାଙ୍କର ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ଅନେକ କବିତା ପ୍ରକାଶ ପାଇଛି।

Series Editor

Sharmila Joshi

ଶର୍ମିଳା ଯୋଶୀ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ପୂର୍ବତନ କାର୍ଯ୍ୟନିର୍ବାହୀ ସମ୍ପାଦିକା ଏବଂ ଜଣେ ଲେଖିକା ଓ ସାମୟିକ ଶିକ୍ଷୟିତ୍ରୀ