ବିଦାର-ଜମିରେ-ବୁହାଉଛନ୍ତି-ଝାଳ

Bidar, Karnataka

Dec 08, 2020

ବିଦାର ଜମିରେ ବୁହାଉଛନ୍ତି ଝାଳ

କର୍ଣ୍ଣାଟକର ବିଦାର ଜିଲ୍ଲାର ଦଳିତ ଓ ଆଦିବାସୀମାନେ କଠିନ ପରିଶ୍ରମ କରି ଓ ଋଣ କରି ବିଟେକ୍‌, ବିଏଡ୍‌, ଏମ୍‌ବିଏ, ଏଲ୍‌ଏଲ୍‌ବି ତଥା ଅନ୍ୟାନ୍ୟ ଡିଗ୍ରୀ ପାଇଥିଲେ, ହେଲେ ବର୍ତ୍ତମାନ ସେମାନେ ସେମାନଙ୍କର ପ୍ରାକ୍‌-ତାଲାବନ୍ଦ ଚାକିରି ହରାଇ ଜିଲ୍ଲାରେ ଏମ୍‌ଜିଏନ୍‌ଆର୍‌ଇଜିଏ କାମ କରୁଛନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Tamanna Naseer

ତମନ୍ନା ନାସିର ଜଣେ ବେଙ୍ଗାଲୁରୁରେ ଅବସ୍ଥାପିତ ଜଣେ ମୁକ୍ତବୃତ୍ତିର ସାମ୍ବାଦିକା।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।