ଅନୁବାଦ: ଓଡ଼ିଶାଲାଇଭ୍
Pune, Maharashtra
|FRI, MAR 20, 2020
ନେହି ଭରସା
ମହାରାଷ୍ଟ୍ର ନାନଗାଓଁର କମାର ସାଲୁଙ୍କି ମୌସୁମୀ ମାସରେ ଏକ ଗଛ ମୂଳେ ଦୋକାନ ଖୋଲନ୍ତି
Author
Translator

Binaifer Bharucha
ସୁରେଖା କହିଲେ, ‘‘ମୁଖ୍ୟତଃ ବର୍ଷା ଦିନେ ଆମେ ଏଠି କାମ କରୁ, ଯେତେବେଳେ ଚାଷୀ ନୂଆ ଲଙ୍ଗଳ ଏବଂ ଯନ୍ତ୍ରପାତି ଆବଶ୍ୟକ କରନ୍ତି ବା ପୁରଣା ଜିନିଷକୁ ସଜାଡ଼ନ୍ତି।’’ ଏକ ବିରାଟ ବରଗଛ ତଳେ ସ୍ୱାମୀ ଚାବୁରାଓ ସାଲୁଙ୍କିଙ୍କ ସହ ସୁରେଖା ବସିଥିଲେ।
ବରଗଛଟି ପୁଣେ ଜିଲ୍ଲାର ୬୫ ନମ୍ବର ଜାତୀୟ ରାଜପଥ କଡ଼ରେ ଏବଂ ଦାଉନ୍ଦ-ପାତସ୍ ରାସ୍ତାରେ ଥିବା ଦାପୋଦି ଗାଁର ପ୍ରବେଶ ପଥରେ ରହିଛି। ସୁରେଖା କହିଲେ, ‘‘ଆର ଗାଁରେ ଆମେ ରହୁଛୁ, ନାନ୍ଗାଓଁ।’’ “ଏଠୁ ଚାଲି ଚାଲି ଗଲେ ପ୍ରାୟ ଘଣ୍ଟାକର ବାଟ’’।
ସେମାନେ କେତେ ରୋଜଗାର କରନ୍ତି? ‘‘ଆମ ରୋଜଗାର ଦିନିକୁ ୩୦୦ ଟଙ୍କା ବା ବେଳେ ବେଳେ ୪୦୦-୫୦୦। କିନ୍ତୁ ବେଳେ ବେଳେ କିଛି କାମ ନଥାଏ କି ଆମକୁ କିଛି ମିଳେନି।’’
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ନେହି-ଭରସା

