ନୀଳଗିରିରେ-ବୋକ୍କାପୁରମ୍‌ର-ପକ୍ଷୀମାନବ

Nilgiris, Tamil Nadu

Apr 29, 2023

ନୀଳଗିରିରେ ବୋକ୍କାପୁରମ୍‌ର ପକ୍ଷୀମାନବ

ପଶ୍ଚିମଘାଟ ପର୍ବତମାଳାର ଏହି ଅଞ୍ଚଳରେ ପକ୍ଷୀମାନଙ୍କର ଜୀବନ ଧାରା ଉପରେ ତୀକ୍ଷ୍‌ଣ ନଜର ରଖନ୍ତି ବି. ସିଦ୍ଦାନ

Want to republish this article? Please write to [email protected] with a cc to [email protected]

Author

Sushmitha Ramakrishnan

ସୁସ୍ମିତା ରାମକ୍ରିଷ୍ଣନ୍‌ ଜଣେ ମଲ୍‌ଟିମିଡିଆ ସାମ୍ବାଦିକ ଏବଂ ସେ ବିଜ୍ଞାନ ଓ ପରିବେଶ ସଂପର୍କିତ ରିପୋର୍ଟକୁ ପ୍ରାଧାନ୍ୟ ଦିଅନ୍ତି। ପକ୍ଷୀ ନିରୀକ୍ଷଣକୁ ସେ ଉପଭୋଗ କରନ୍ତି।

Editor

Vishaka George

ବିଶାଖା ଜର୍ଜ ପରୀର ବରିଷ୍ଠ ସଂପାଦକ ଭାବରେ କାର୍ଯ୍ୟ କରିଛନ୍ତି । ସେ ଜୀବିକା ଏବଂ ପରିବେଶ ପ୍ରସଙ୍ଗରେ ରିପୋର୍ଟ କରନ୍ତି । ବିଶାଖା ପରୀର ସୋସିଆଲ ମିଡିଆ (୨୦୧୭-୨୦୨୫) ର କାର୍ଯ୍ୟକ୍ରମ ମୁଖ୍ୟ ଥିଲେ ଏବଂ ପରୀର ବିଭିନ୍ନ ଲେଖାକୁ ଶ୍ରେଣୀଗୃହରେ ପହଞ୍ଚାଇବା ସହିତ ଛାତ୍ରଛାତ୍ରୀଙ୍କୁ ଘେରି ରହିଥିବା ବିଭିନ୍ନ ସମସ୍ୟାକୁ ନଥିଭୁକ୍ତ କରିବା ଦିଗରେ ସେ ଶିକ୍ଷା ଟିମ୍‌ରେ କାର୍ଯ୍ୟ କରିଥିଲେ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।