ଝାଡ଼ଖଣ୍ଡ ସାନ୍ତାଳ ପ୍ରଗଣାର ଲେଟା ପାହାଡ଼ିଆ ଆମକୁ କିଛି ହାତ ତିଆରି ମୂଷା ଧରା ଯନ୍ତ୍ର ଦେଖାଇଥିଲେ। ଗୋଡ଼ା ଜିଲ୍ଲା ସୁନ୍ଦରପହରୀ ବ୍ଲକ ଘାଘରୀ ଗାଁର ଜଣେ କ୍ଷୁଦ୍ର ଚାଷୀ ଏହି ଯନ୍ତାକୁ ନିଜ ହାତରେ ତିଆରି କରନ୍ତି। ସାନ୍ତାଳ ଓ ପାହାଡ଼ିଆ ଆଦିବାସୀଙ୍କ ପୂର୍ବ ପୁରୁଷମାନେ ଏସବୁ କାମ କରୁଥିଲେ।

ଏସବୁ ଯନ୍ତାକୁ ଚାଷ ଜମି କିମ୍ବା ଅନ୍ୟ ଖାଦ୍ୟ ଶସ୍ୟ ରଖାଯାଉଥିବା ସ୍ଥାନମାନଙ୍କରେ ରଖି ଆଦିବାସୀମାନେ ଅତି ସହଜରେ ମୂଷା ଧରନ୍ତି। ଆପଣ ଭିଡିଓରେ ଦେଖୁଥିବା ଯନ୍ତାଗୁଡ଼ିକ ବାଉଁଶ ଓ ଶାଳ କାଠରେ ତିଆରି। ମୂଷା ଧରିବାକୁ ସେମାନେ ଅନ୍ୟ ଉପାୟ ବି ଆପଣାଉଥିଲେ। କିନ୍ତୁ ସେଥିମଧ୍ୟରୁ ଏହି ୩ଟିକୁ ମୁଁ ୨୦୧୬ ନଭେମ୍ବରରେ ଘାଘରୀ ଯିବା ବେଳେ କଏଦ କରିଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Anupam Paul

ଡ.ଅନୁପମ ପଲ୍ ହେଉଛନ୍ତି ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ଫୁଲିଆ ସ୍ଥିତ ସରକାରୀ କୃଷି ତାଲିମ ସଂସ୍ଥାର ଉପନିର୍ଦ୍ଦେଶକ। ସେ ଜଣେ ଭାବୁକ ଲୋକ ଧାନ ସଂରକ୍ଷକ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Anupam Paul
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE