ଜଙ୍ଗଲ-ଆମର-ଜମି-ଆମର

Palghar, Maharashtra

Jan 28, 2019

‘ଜଙ୍ଗଲ ଆମର ଜମି ଆମର’

ମେ ୩ ତାରିଖରେ ନାସିକ୍ ଠାରୁ ମୁମ୍ବାଇ ପର୍ଯ୍ୟନ୍ତ ଦୀର୍ଘ ଐତିହାସିକ ପଦଯାତ୍ରାର ପରବର୍ତ୍ତୀ ପର୍ଯ୍ୟାୟରେ ଏକ ବିଜୟ ଶୋଭାଯାତ୍ରା ପାଇଁ ୩୫,୦୦୦ ଆଦିବାସୀ କୃଷକ ଦହାନୁଠାରେ ଏକତ୍ରିତ ହୋଇଥିଲେ। ନିଜର ଦାବି ହାସଲ ପାଇଁ ସଂଘର୍ଷ ଜାରି ରଖିବା ନିମନ୍ତେ ଏହା ସେମାନଙ୍କ ଦୃଢ ମନୋଭାବର ପ୍ରତୀକ।

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Siddharth Adelkar

ଲେଖକ ପରିଚୟ: ସିଦ୍ଧାର୍ଥ ଆଦେଲକର ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ୍‍ ଇଣ୍ଡିଆର ଟେକ୍‌ ଏଡିଟର

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।