କେରଳରେ ଅଲାପ୍ପୁଝା ଜିଲ୍ଲାର କାର୍ତ୍ତିକାପଲ୍ଲୀ ଓ ଅନ୍ୟ ଗାଁରେ ପିଲାମାନେ ପ୍ରତିବର୍ଷ ଏକାଠି ହୋଇ ଅଶ୍ୱଥୀ ମନ୍ଦିର ପର୍ବ ବେଳେ କୁଟ୍ଟିକ୍କୁଥିରା ରଥ ନିର୍ମାଣ କରିଥାନ୍ତି। କେରଳ ଉପକୂଳ ଅଞ୍ଚଳବାସୀ ପ୍ରତି ବର୍ଷ ନିଜେ ଅର୍ଥ ସଂଗ୍ରହ କରି ବଡ଼ ଓ ସାନ ରଥ ନିର୍ମାଣ କରିଥାନ୍ତି। ଏଥିପାଇଁ ସେମାନେ ଅନ୍ୟ ରାଜ୍ୟର ବି ସହାୟତା ଲୋଡ଼ି ନଥାନ୍ତି। ଫେବ୍ରୁଆରୀ- ମାର୍ଚ୍ଚ ମାସ ମଧ୍ୟରେ ଶତାଧିକ ଗ୍ରାମବାସୀ ଗାଁ ରାସ୍ତା କଡ଼ରେ ଏସବୁ ରଥ ତିଆରି କରିଥାନ୍ତି।
T


Alappuzha, Kerala
|TUE, MAY 24, 2022
କେରଳର କୁଟ୍ଟିକ୍କୁଥିରା: ପିଲାମାନେ, ରଥ ଓ ଉତ୍ସବର ମଜା
କେରଳରେ ଅଲାପ୍ପୁଝା ଜିଲ୍ଲାର କାର୍ତ୍ତିକାପଲ୍ଲୀ ଓ ଅନ୍ୟ ଗାଁରେ ପିଲାମାନେ ନିଜେ ରଥ ତିଆରି କରି ବାର୍ଷିକ ପାରମ୍ପରିକ ଶୋଭାଯାତ୍ରାରେ ସାମିଲ ହୋଇଥାନ୍ତି।
Author
Translator
ଦେଖନ୍ତୁ ଭିଡିଓ: ‘ବର୍ତ୍ତମାନ ପର୍ଯ୍ୟନ୍ତ ଆମ ପାଖରେ ପାଖାପାଖି ୩୦୦ ରଥ ଅଛି। କିନ୍ତୁ ଏହି ସଂଖ୍ୟା ପ୍ରତିବର୍ଷ ବଢ଼ୁଛି...’

V. Sasikumar

V. Sasikumar
ଗାଁର ପିଲା ଓ ଯୁବକମାନେ ସମସ୍ତ ଉପକୂଳବର୍ତ୍ତୀ ସମ୍ପ୍ରଦାୟ ସହ ମିଶି ବେଶ୍ ଉତ୍ସାହର ସହ କୁଥିରାକେଟ୍ଟୁ (ପାରମ୍ପରିକ ରଥ ଶୋଭାଯାତ୍ରା) ରେ ସହଯୋଗ କରିଥାନ୍ତି। ଏହି ଚଳଚ୍ଚିତ୍ର ଅଲାପ୍ପୁଝା ଜିଲ୍ଲାର କାର୍ତ୍ତିକାପଲ୍ଲୀ ଗାଁର ରଥ ଓ ଏହାର ନିର୍ମାତାଙ୍କ ଉପରେ ପର୍ଯ୍ୟବେସିତ।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/କେରଳର-କୁଟ୍ଟିକ୍କୁଥିରା-ପିଲାମାନେ-ରଥ-ଓ-ଉତ୍ସବର-ମଜା

