କର୍ଣ୍ଣାଟକର-ରେଶମ-ମାର୍ଗ-ସଙ୍କଟରେ-କୋକୁନ-ଚାଷୀ

Ramanagara, Karnataka

Aug 19, 2020

କର୍ଣ୍ଣାଟକର ରେଶମ ମାର୍ଗ : ସଙ୍କଟରେ କୋକୁନ ଚାଷୀ

ଏସିଆର ସର୍ବବୃହତ କୋକୁନ ବଜାର କର୍ଣ୍ଣାଟକର ରାମନଗରରେ ଲକଡାଉନ ଯୋଗୁଁ ଦର ଅପ୍ରତ୍ୟାଶିତ ଭାବେ ହ୍ରାସ ପାଇଛି ଏବଂ ଚାହିଦା-ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି ଯାହା ବୁଣାକାର, ସୂତାକଟାଳି ଏବଂ ବିଶେଷ କରି ରେଶମ କୀଟ ଚାଷୀଙ୍କୁ ବ୍ୟାପକ ଭାବେ କ୍ଷତିଗ୍ରସ୍ତ କରିଛି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Tamanna Naseer

ତମନ୍ନା ନାସିର ଜଣେ ବେଙ୍ଗାଲୁରୁରେ ଅବସ୍ଥାପିତ ଜଣେ ମୁକ୍ତବୃତ୍ତିର ସାମ୍ବାଦିକା।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।