why-do-we-vote-or

Jalpaiguri, West Bengal

May 28, 2024

‘ଭୋଟ କାହିଁକି ଦେବା?’

ଆମ ଗଣତନ୍ତ୍ରରେ ଲୋକସଭା ନିର୍ବାଚନ ବେଳେ କିପରି ଜଣେ ସାଧାରଣ ନାଗରିକର ଅଧିକାର ସାବ୍ୟସ୍ତ ବ୍ୟତୀତ ଅନ୍ୟ ସବୁକିଛି ଘଟେ ସେ ସମ୍ପର୍କରେ ଜଣେ କବିଙ୍କର ଶାଣିତ ଦୃଷ୍ଟି

Poem and Text

Moumita Alam

Illustration

Antara Raman

Translator

Kapilas Bhuyan

Want to republish this article? Please write to [email protected] with a cc to [email protected]

Poem and Text

Moumita Alam

ମୌମିତା ଆଲମ ହେଉଛନ୍ତି ପଶ୍ଚିମବଙ୍ଗର ଜଣେ କବି। ତାଙ୍କର ଦୁଇଟି କବିତା ସଂକଳନ ପ୍ରକାଶିତ – ‘ଦ ମ୍ୟୁଜିଙ୍ଗସ ଅଫ ଦି ଡାର୍କ’ (‘ଅନ୍ଧକାରର ଗୀତ’) ଓ ‘ପୋଏମ୍ସ ଆଟ ଡେ’ବ୍ରେକ’ (‘ଭୋର ବେଳର କବିତା’)। ତାଙ୍କ କୃତିସମୂହ ତେଲୁଗୁ ଓ ତାମିଲ ଭାଷାରେ ମଧ୍ୟ ଅନୁଦିତ।

Illustration

Antara Raman

ଅନ୍ତରା ରମଣ ଜଣେ ଚିତ୍ରକର ଏବଂ ସାମାଜିକ ପ୍ରକ୍ରିୟା ଓ ପୌରାଣିକ ଚିତ୍ର ପ୍ରତି ଆଗ୍ରହ ରହିଥିବା ଜଣେ ୱେବସାଇଟ୍ ଡିଜାଇନର୍। ବେଙ୍ଗାଲୁରୁର ସୃଷ୍ଟି ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍ଟ, ଡିଜାଇନ୍ ଏବଂ ଟେକ୍ନୋଲୋଜିର ସ୍ନାତକ ଭାବେ ସେ ବିଶ୍ୱାସ କରନ୍ତି ଯେ କାହାଣୀ ବର୍ଣ୍ଣନା ଏବଂ ଚିତ୍ରକଳା ସହଜୀବୀ।

Editor

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ପରୀରେ କାର୍ଯ୍ୟରତ ଜଣେ ବରିଷ୍ଠ ସମ୍ପାଦିକା ଯେଉଁଠି ସେ ପରୀର ସୃଜନଶୀଳ ଲେଖା ବିଭାଗର ନେତୃତ୍ୱ ନେଇଥାନ୍ତି। ସେ ମଧ୍ୟ ପରୀ ଭାଷା ଦଳର ଜଣେ ସଦସ୍ୟ ଏବଂ ଗୁଜରାଟୀ ଭାଷାରେ କାହାଣୀ ଅନୁବାଦ କରିଥାନ୍ତି ଓ ଲେଖିଥାନ୍ତି। ସେ ଜଣେ କବି ଏବଂ ଗୁଜରାଟୀ ଓ ଇଂରାଜୀ ଭାଷାରେ ତାଙ୍କର କବିତା ପ୍ରକାଶ ପାଇଛି।

Translator

Kapilas Bhuyan

କପିଳାସ ଭୂୟାଁ ହେଉଛନ୍ତି ଜଣେ ବରିଷ୍ଠ ସାମ୍ବାଦିକ, ଲେଖକ ଓ ୨୦୦୬ରେ ଜାତୀୟ ଚଳଚିତ୍ର ପୁରସ୍କାର ରଜତ କମଳ ପ୍ରାପ୍ତ ନିର୍ଦ୍ଦେଶକ। ଏହା ବ୍ୟତୀତ ସେ ୨୦୦୪ରେ ଫେଷ୍ଟିଭାଲ ଡୁ ସିନେମା ଡେ ପ୍ୟାରିସଠାରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚିତ୍ର ପୁରସ୍କାର ଓ ନ୍ୟୁୟର୍କ ସର୍ଟ ଫିଲ୍ମ ଫେଷ୍ଟିଭାଲରେ ଜୁରୀଙ୍କ ସ୍ୱତନ୍ତ୍ର ଉଲ୍ଲେଖ ପାଇଛନ୍ତି।