who-knew-the-lack-of-rain-could-kill-my-art-or

Kolhapur, Maharashtra

Jun 16, 2024

‘ବର୍ଷା ବିନା ମୋ କଳା ହଜିଯିବ ବୋଲି କିଏ ଜାଣିଥିଲା?’

ପଶ୍ଚିମ ମହାରାଷ୍ଟ୍ରର କେର୍ଲେ ଗାଁରୁ ସଞ୍ଜୟ କାମ୍ବଳେ ହେଉଛନ୍ତି ଜଣେ ଚାଷୀ ଓ ବାଉଁଶ ପାତିଆରେ ଅତି ସୁନ୍ଦର ଇର୍ଲ ବା ବର୍ଷାତି ତିଆରି କରି ପାରୁଥିବା ହସ୍ତଶିଳ୍ପୀ। ଗତ ଦଶନ୍ଧି ଧରି ବୃଷ୍ଟିପାତ କମି ଯାଉଥିବାରୁ ଓ ଶସ୍ତାରେ ପ୍ଲାଷ୍ଟିକ ବର୍ଷାତି ମିଳିବା ଯୋଗୁଁ ସେ ତାଙ୍କ ହସ୍ତକଳାକୁ ବଞ୍ଚାଇ ରଖିବା କଷ୍ଟକର ହେଉଛି

Want to republish this article? Please write to [email protected] with a cc to [email protected]

Author

Sanket Jain

ସାଙ୍କେତ ଜୈନ ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥାପିତ ଜଣେ ନିରପେକ୍ଷ ସାମ୍ବାଦିକ । ସେ ୨୦୨୨ର ଜଣେ ବରିଷ୍ଠ ପରୀ ସଦସ୍ୟ ଏବଂ ୨୦୧୯ର ଜଣେ ପରୀ ସଦସ୍ୟ ।

Editor

Shaoni Sarkar

ଶାଓନି ସରକାର କୋଲକାତାରେ ରହୁଥିବା ଜଣେ ମୃକ୍ତବୃତ୍ତିର ସାମ୍ବାଦିକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।