where-have-all-the-palm-leaves-gone-or

Birbhum, West Bengal

Feb 26, 2025

ସବୁ ତାଳପତ୍ର ଗଲା କୁଆଡ଼େ?

ପଶ୍ଚିମବଙ୍ଗର ଶାନ୍ତିନିକେତନ ଏବଂ ଶ୍ରୀନିକେତନରେ ଡୋମ୍ ସମ୍ପ୍ରଦାୟର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ତାଳପତ୍ର ଟୋପି, ଏକଦା ଏହି ଅଞ୍ଚଳର ଦୈନନ୍ଦିନ ପୋଷାକର ଏକ ଅଂଶ ଥିଲା। କିନ୍ତୁ ଏହାର ସିନ୍ଥେଟିକ୍ ସମକକ୍ଷ ବଜାରରେ ଭର୍ତ୍ତି ହୋଇଯିବା ପରେ ଏହି ଟୋପିଗୁଡ଼ିକୁ ଅଦୃଶ୍ୟ କରିଦେଇଛି

Want to republish this article? Please write to [email protected] with a cc to [email protected]

Author

Shreya Kanoi

ଶ୍ରେୟା କାନୋଇ ଜଣେ ଡିଜାଇନ୍‌ ଗବେଷକ, ଯେ କି ବିଭିନ୍ନ କାରିଗରୀ ଓ ଜୀବିକାର ସନ୍ଧିସ୍ଥଳରେ କାର୍ଯ୍ୟରତ। ସେ ମଧ୍ୟ ୨୦୨୩ର ଜଣେ ‘ପରୀ-ଏମ୍‌ଏମ୍‌ଏଫ୍’ ଫେଲୋ।

Editor

Sarbajaya Bhattacharya

ସର୍ବଜୟା ଭଟ୍ଟାଚାର୍ଯ୍ୟ ପରୀର ଜଣେ ବରିଷ୍ଠ ସହାୟିକା ସମ୍ପାଦିକା । ସେ ମଧ୍ୟ ଜଣେ ଅଭିଜ୍ଞ ବଙ୍ଗଳା ଅନୁବାଦିକା। କୋଲକାତାରେ ରହୁଥିବା ସର୍ବଜୟା, ସହରର ଇତିହାସ ଓ ଭ୍ରମଣ ସାହିତ୍ୟ ପ୍ରତି ଆଗ୍ରହୀ।

Photo Editor

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।