where-do-the-poor-like-us-get-the-chance-or

Shivpuri, Madhya Pradesh

Mar 25, 2025

‘ମୋତେ କେହି କିଛି କହନ୍ତି ନାହିଁ’

ଖୁମାନିୟା ହେଉଛନ୍ତି କଫାର ଗ୍ରାମର ସରପଞ୍ଚ। ମଧ୍ୟପ୍ରଦେଶର ସ୍ଥାନୀୟ ପ୍ରଶାସନରେ ତାଙ୍କ ଭଳି ଜଣେ ସହରିୟା ଆଦିବାସୀ ମହିଳାଙ୍କୁ ସରକାର କେବଳ ପ୍ରଦର୍ଶିତ କରିଥା’ନ୍ତି, କିନ୍ତୁ ପ୍ରକୃତ କ୍ଷମତା ସେମାନଙ୍କ ହାତରେ ନଥାଏ

Editor

Devesh

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Satish Malviya

ସତୀଶ ମାଲବ୍ୟ ଜଣେ ନିରପେକ୍ଷ ସାମ୍ବାଦିକ। ସେ ନଦୀ, ପରିବେଶ, ଆଦିବାସୀ ସମ୍ପ୍ରଦାୟ ଏବଂ ମାନବାଧିକାର ଉପରେ ଲେଖନ୍ତି।

Editor

Devesh

ଦେବେଶ ଜଣେ କବି, ସାମ୍ବାଦିକ, ଚଳଚ୍ଚିତ୍ର ନିର୍ମାତା ଓ ଅନୁବାଦକ। ସେ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆରେ ହିନ୍ଦୀ ଭାଷା ସମ୍ପାଦକ ଓ ହିନ୍ଦୀ ଅନୁବାଦ ସମ୍ପାଦକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।