when-the-cows-come-home-in-parkidih-or

Jul 04, 2016

ପାର୍କିଡିହରେ ଗାଈମାନେ ଯେତେବେଳେ ଘରକୁ ଆସନ୍ତି

ଗୋ-ବନ୍ଦାଣ ଅବସରରେ – ଯାହା ହେଉଛି ଚିତ୍ର, ସଂଗୀତ ଓ ଖେଳର ସମୟ – ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ସାନ୍ତାଳମାନେ ସେମାନଙ୍କ ଗାଈମାନଙ୍କୁ ଧନ୍ୟବାଦ ଅର୍ପଣ କରିଥାନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Arunava Patra

ଅରୁଣଭା ପାତ୍ର କଲିକତାରେ ଫଟୋଗ୍ରାଫର୍‌ ଭାବେ କାମ କରନ୍ତି । ସେ ବିଭିନ୍ନ ଟେଲିଭିଜନ ଚ୍ୟାନେଲ୍‌ ପାଇଁ କଣ୍ଟେଣ୍ଟ ଡେଭଲପର୍‌ ଭାବେ କାମ କରିଛନ୍ତି ଓ ସେ ମଧ୍ୟ ଆନନ୍ଦବଜାର ପତ୍ରିକା ପାଇଁ ସାମୟିକ ସ୍ତମ୍ଭକାର ଭାବେ ମଧ୍ୟ କାମ କରନ୍ତି । ସେ ଯାଦବପୁର ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।