when-mahua-is-the-only-option-or

Nalanda, Bihar

Apr 01, 2025

ଯେତେବେଳେ ମହୁଲ ଫୁଲ ଏକ ମାତ୍ର ପନ୍ଥା

ବିହାରର ଅଧିକାଂଶ ଲୋକଙ୍କ ପାଇଁ ମହୁଲି ମଦ ହେଉଛି ରୋଜଗାରର ଏକମାତ୍ର ପନ୍ଥା। ଏହା ଏଭଳି ଏକ କାମ ଯାହାକୁ ସେମାନେ ଲଗାତାର ପୋଲିସ ଚଢଉ ଭୟରେ କରନ୍ତି

Want to republish this article? Please write to [email protected] with a cc to [email protected]

Author

Umesh Kumar Ray

ଉମେଶ କୁମାର ରାୟ ହେଉଛନ୍ତି ତକ୍ଷଶିଳା-ପରୀ ବରିଷ୍ଠ ଫେଲୋଶିପର ପ୍ରଥମ ପ୍ରାପକ (୨୦୨୫) । ସେ ବିହାରରେ ରହୁଥିବା ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଓ ସମାଜର ଦୁର୍ବଳ ଶ୍ରେଣୀ ବିଷୟରେ ଲେଖନ୍ତି। ଉମେଶ ୨୦୨୨ରେ ‘ପରୀ ଫେଲୋ’ ଥିଲେ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।