when-elephants-come-calling-in-birbhum-or

Birbhum, West Bengal

Jul 28, 2023

ବୀରଭୂମରେ ହାତୀଙ୍କ ଉପଦ୍ରବ

ପାତାଲପୁର ଗାଁରେ କେବଳ ଏକମାତ୍ର ଚାଷୀ ପରିବାର ଉଜ୍ଜ୍ୱଳ ଏବଂ ଚନ୍ଦନ ଦାସ ପ୍ରତିବର୍ଷ ହାତୀଙ୍କ ଉପଦ୍ରବ ଯୋଗୁଁ ତାଙ୍କର ଫସଲ ଧ୍ୱଂସ ହେବା ସହିତ ଓ ଘର ଭାଙ୍ଗିବା ସତ୍ତ୍ୱେ ଏଠାରେ ଅଛନ୍ତି। ଅନ୍ୟମାନେ ସମସ୍ତେ ଗାଁ ଛାଡ଼ି ଚାଲିଗଲେଣି

Want to republish this article? Please write to [email protected] with a cc to [email protected]

Author

Sayan Sarkar

ସାୟନ ସରକାର ଜଣେ ମୁକ୍ତବୃତ୍ତିର ସାମ୍ବାଦିକ ଏବଂ ସେ ବିଭିନ୍ନ ପତ୍ରପତ୍ରିକା ପାଇଁ ଲେଖିଥାନ୍ତି। କାଜି ନଜ୍ରୁଲ ଇସଲାମ ବିଶ୍ୱବିଦ୍ୟାଳୟରୁ ସେ ଗଣଯୋଗାଯୋଗ ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।

Editor

Sarbajaya Bhattacharya

ସର୍ବଜୟା ଭଟ୍ଟାଚାର୍ଯ୍ୟ ପରୀର ଜଣେ ବରିଷ୍ଠ ସହାୟିକା ସମ୍ପାଦିକା । ସେ ମଧ୍ୟ ଜଣେ ଅଭିଜ୍ଞ ବଙ୍ଗଳା ଅନୁବାଦିକା। କୋଲକାତାରେ ରହୁଥିବା ସର୍ବଜୟା, ସହରର ଇତିହାସ ଓ ଭ୍ରମଣ ସାହିତ୍ୟ ପ୍ରତି ଆଗ୍ରହୀ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।