we-are-losing-land-to-the-brahmaputra-or

Majuli, Assam

Jun 06, 2024

‘ବ୍ରହ୍ମପୁତ୍ରରେ ହଜି ଯାଉଛି ଆମ ଜମି’

ବାରମ୍ବାର ବନ୍ୟା ଯୋଗୁଁ ବହୁ ଦଶନ୍ଧି ଧରି ମଜୁଲି ଦ୍ଵୀପାଞ୍ଚଳରେ କୃଷିଭିତ୍ତିକ ଜୀବିକା ବିପନ୍ନ ହେବା ପରେ ଡଙ୍ଗା ତିଆରି ପରି ପାରମ୍ପରିକ ପେଷାରୁ ନିୟମିତ ରୋଜଗାର ମିଳୁନାହିଁ

Want to republish this article? Please write to [email protected] with a cc to [email protected]

Author

Nikita Chatterjee

ନିକିତା ଚାଟାର୍ଜୀ ହେଉଛନ୍ତି ଜଣେ ଉନ୍ନୟନ କ୍ଷେତ୍ରରେ କାର୍ଯ୍ୟରତ ଓ ଲେଖକ ଯେ କି ସ୍ୱଳ୍ପ-ପ୍ରତିନିଧିତ୍ୱ ଶ୍ରେଣୀ ପକ୍ଷରୁ ସେମାନଙ୍କ କଥାକୁ ବୃହତ୍ତ ଭାବେ ଉପସ୍ଥାପନ କରନ୍ତି।

Editor

PARI Desk

ପରୀ ସମ୍ପାଦକୀୟ ବିଭାଗ ଆମ ସମ୍ପାଦନା କାର୍ଯ୍ୟର ପ୍ରମୁଖ କେନ୍ଦ୍ର। ସାରା ଦେଶରେ ଥିବା ଖବରଦାତା, ଗବେଷକ, ଫଟୋଗ୍ରାଫର, ଚଳଚ୍ଚିତ୍ର ନିର୍ମାତା ଓ ଅନୁବାଦକଙ୍କ ସହିତ ସମ୍ପାଦକୀୟ ଦଳ କାର୍ଯ୍ୟ କରିଥାଏ। ସମ୍ପାଦକୀୟ ବିଭାଗ ପରୀ ଦ୍ୱାରା ପ୍ରକାଶିତ ଲେଖା, ଭିଡିଓ, ଅଡିଓ ଏବଂ ଗବେଷଣା ରିପୋର୍ଟର ପ୍ରଯୋଜନା ଓ ପ୍ରକାଶନକୁ ପରିଚାଳନା କରିଥାଏ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।