water-simply-a-matter-of-caste-or

Palamu, Jharkhand

Apr 05, 2025

ପାଣି: ଏକ ଜାତିଗତ ବିଷୟ

ଝାଡ଼ଖଣ୍ଡର ପଲାମୁ ଗାଁରେ ଥିବା ନଳକୂପରୁ ହାତ-ପମ୍ପ ମାରି ସମସ୍ତେ ପାଣି ନେଇ ପାରିବେ ନାହିଁ, ଜଣେ ଯଦି ମୁସହର ଦଳିତ ହୋଇଥିବେ ତା’ହେଲେ ତ ଆଦୌ ନୁହଁ। କେବଳ ପାଣି ନୁହେଁ, ଏପରିକି ରାଜ୍ୟ ତରଫରୁ ମିଳୁଥିବା ରାସନ ଓ ଚାକିରି କ୍ଷେତ୍ରରେ ଅବସ୍ଥା ଭାରି ଖରାପ

Want to republish this article? Please write to [email protected] with a cc to [email protected]

Author

Ashwini Kumar Shukla

ଅଶ୍ୱିନୀ କୁମାର ଶୁକ୍ଳା ଝାଡ଼ଖଣ୍ଡରେ ରହୁଥିବା ଜଣେ ନିରପେକ୍ଷ ସାମ୍ବାଦିକ ଏବଂ ସେ ନୂଆଦିଲ୍ଲୀର ଭାରତୀୟ ଗଣଯୋଗାଯୋଗ ପ୍ରତିଷ୍ଠାନ (୨୦୧୮-୧୯)ରୁ ସ୍ନାତକ ଶିକ୍ଷା ହାସଲ କରିଛନ୍ତି। ସେ ୨୦୨୩ର ପରୀ ଏମଏମ୍ଏଫ୍ ଫେଲୋ।

Editor

Priti David

ପ୍ରୀତି ଡେଭିଡ୍‌ ‘ପରୀ’ର କାର୍ଯ୍ୟନିର୍ବାହୀ ସଂପାଦିକା । ସେ ଜଙ୍ଗଲ, ଆଦିବାସୀ ଏବଂ ଜୀବିକା ଉପରେ ଲେଖନ୍ତି । ପ୍ରୀତି ମଧ୍ୟ ‘ପରୀ’ର ଶିକ୍ଷା ବିଭାଗର ମୁଖ୍ୟ ଏବଂ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ଶ୍ରେଣୀଗୃହ ଏବଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବା ଲାଗି ବିଭିନ୍ନ ସ୍କୁଲ୍‌ ଏବଂ କଲେଜ ସହିତ କାର୍ଯ୍ୟରତ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।