ugadi-celebrations-power-and-identity-or

Sri Sathya Sai District, Andhra Pradesh

Oct 27, 2023

ଉଗାଦି ପର୍ବ: ଶକ୍ତି ଏବଂ ପରିଚୟ

ଆନ୍ଧ୍ର ପ୍ରଦେଶର ମେଦପୁରମରେ ବାର୍ଷିକ ଉଗାଦି ପର୍ବ ପାଳନ ଏକ ବିଶାଳ କାର୍ଯ୍ୟକ୍ରମ ଏବଂ ଭଗବାନଙ୍କ ମୂର୍ତ୍ତିକୁ ନିଜ ସହରକୁ ଆଣିଥିବା ସେଠାକାର ମାଦିଗା ସଂପ୍ରଦାୟ ଏହି ପର୍ବର ଆୟୋଜନ କରନ୍ତି

Translator

OdishaLIVE

Text Editor

Archana Shukla

Want to republish this article? Please write to [email protected] with a cc to [email protected]

Author

Naga Charan

ନାଗ ଚରଣ ହାଇଦ୍ରାବାଦର ଜଣେ ସ୍ୱାଧୀନ ଚଳଚ୍ଚିତ୍ର ନିର୍ମାତା।

Text Editor

Archana Shukla

ଅର୍ଚ୍ଚନା ଶୁକ୍ଳା ପିପୁଲସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆର ଜଣେ କଣ୍ଟେଣ୍ଟ ଏଡିଟର ଏବଂ ସେ ପ୍ରକାଶନ ଟିମ୍ ସହିତ କାର୍ଯ୍ୟ କରନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।