they-dont-expect-much-from-my-education-because-i-am-a-girl-or

Yavatmal, Maharashtra

Jul 28, 2024

‘ସେମାନେ ମୋ ପାଠପଢ଼ାରୁ ବେଶି କିଛି ଆଶା କରନ୍ତିନି, କାରଣ ମୁଁ ଜଣେ ଝିଅ’

ମହାରାଷ୍ଟ୍ରର ୟବତମାଲ ଜିଲ୍ଲାରେ, ଆଶା ବସ୍‌ସିଙ୍କ ଭଳି ଝିଅମାନଙ୍କୁ ପାଠ ପଢ଼ିବା ଲାଗି ନିଜର ସଂଘର୍ଷ ସହିତ ବିବାହ ପାଇଁ ଚାପର ମୁକାବିଲା କରିବାକୁ ପଡ଼େ

Want to republish this article? Please write to [email protected] with a cc to [email protected]

Author

Akshay Gadilkar

ଅକ୍ଷୟ ଗାଡ଼ିଲକର ସଂପ୍ରତି ମୁମ୍ବାଇର ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍‌ସେସରେ ଡେଭଲପମେଣ୍ଟ ଷ୍ଟଡିଜ୍‌ରେ ସ୍ନାତକୋତ୍ତର ଡିଗ୍ରୀ ଲାଗି ଅଧ୍ୟୟନରତ।

Editor

Dipanjali Singh

ଦୀପାଞ୍ଜଳି ସିଂ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ସହାୟକ ସମ୍ପାଦିକା। ସେ ପରୀ ଲାଇବ୍ରେରୀ ପାଇଁ ଗବେଷଣା କରିବା ସହିତ ଦସ୍ତାବିଜ ପ୍ରସ୍ତୁତ କରିଥାନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।