the-winter-night-with-no-end-or

Bhopal, Madhya Pradesh

Dec 03, 2024

ସେହି ଅସରନ୍ତି ଶୀତ ରାତି…

ଭୋପାଳରେ ୟୁନିଅନ୍‌ କାର୍ବାଇଡ୍‌ ଇଣ୍ଡିଆ କାରଖାନାରୁ ବିଷାକ୍ତ ମିଥାଇଲ୍‌ ଆଇସୋସାଇନେଟ୍‌ ଗ୍ୟାସ୍‌ ଲିକ୍‌ ହେବାର ୪୦ ବର୍ଷ ପରେ ମଧ୍ୟ, ବର୍ତ୍ତି ଯାଇଥିବା ଲୋକମାନେ ଏହି ବିପର୍ଯ୍ୟୟ ପରବର୍ତ୍ତୀ ପ୍ରଭାବ ଓ ଆଘାତକୁ ନେଇ ବଞ୍ଚିଛନ୍ତି। କ୍ଷତିପୂରଣ ପାଇଁ ଆଇନଗତ ଲଢ଼େଇ ଲମ୍ବା ହୋଇଚାଲିଛି

Want to republish this article? Please write to [email protected] with a cc to [email protected]

Editor

Priti David

ପ୍ରୀତି ଡେଭିଡ୍‌ ପରୀର କାର୍ଯ୍ୟନିର୍ବାହୀ ସମ୍ପାଦିକା। ସେ ଜଣେ ସାମ୍ବାଦିକା ଓ ଶିକ୍ଷୟିତ୍ରୀ, ସେ ପରୀର ଶିକ୍ଷା ବିଭାଗର ମୁଖ୍ୟ ଅଛନ୍ତି ଏବଂ ଗ୍ରାମୀଣ ପ୍ରସଙ୍ଗଗୁଡ଼ିକୁ ପାଠ୍ୟକ୍ରମ ଓ ଶ୍ରେଣୀଗୃହକୁ ଆଣିବା ଲାଗି ସ୍କୁଲ ଓ କଲେଜ ସହିତ କାର୍ଯ୍ୟ କରିଥାନ୍ତି ତଥା ଆମ ସମୟର ପ୍ରସଙ୍ଗଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ଯୁବପିଢ଼ିଙ୍କ ସହ ମିଶି କାମ କରୁଛନ୍ତି।

Student Reporter

Prabhu Mamadapur

ପ୍ରଭୁ ମାମଦପୁର ଭୋପାଳର ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟରୁ ଜନସ୍ୱାସ୍ଥ୍ୟରେ ସ୍ନାତକୋତ୍ତର କରୁଛନ୍ତି। ସେ ପ୍ରଯୁକ୍ତି ଏବଂ ଜନସ୍ୱାସ୍ଥ୍ୟ ପ୍ରତି ଆଗ୍ରହୀ ଜଣେ ଆୟୁର୍ବେଦ ଡାକ୍ତର। LinkedInhttps://www.linkedin.com/in/dr-prabhu-mamadapur-b159a7143/

Editor

Sarbajaya Bhattacharya

ସର୍ବଜୟା ଭଟ୍ଟାଚାର୍ଯ୍ୟ ପରୀର ଜଣେ ବରିଷ୍ଠ ସହାୟିକା ସମ୍ପାଦିକା । ସେ ମଧ୍ୟ ଜଣେ ଅଭିଜ୍ଞ ବଙ୍ଗଳା ଅନୁବାଦିକା। କୋଲକାତାରେ ରହୁଥିବା ସର୍ବଜୟା, ସହରର ଇତିହାସ ଓ ଭ୍ରମଣ ସାହିତ୍ୟ ପ୍ରତି ଆଗ୍ରହୀ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।