the-tiger-chasing-superman-of-the-sundarbans-or

South 24 Parganas, West Bengal

Aug 27, 2025

ସୁନ୍ଦରବନ ବାଘର ପିଛା କରୁଥିବା ସୁପରମ୍ୟାନ୍

ସୁନ୍ଦରବନରେ ମଣିଷକୁ ବାଘ ଆକ୍ରମଣ କରିବା ଖବର ମୁଖ୍ୟଭୂମିରେ ପହଞ୍ଚିଯାଏ। କିନ୍ତୁ ଯେଉଁମାନେ ଏହି ଦୁଇ ଗୋଡ଼ିଆ ଏବଂ ଚାରି ଗୋଡ଼ିଆ ଜୀବଙ୍କୁ ପରସ୍ପରଙ୍କଠାରୁ ରକ୍ଷା କରିଥାନ୍ତି, ସେମାନେ ଅଦୃଶ୍ୟ ହୋଇ ରହିଯାଆନ୍ତି। ଏଠାରେ ଆମେ ଏଭଳି ଜଣେ ଅବ୍ୟକ୍ତ ନାୟକଙ୍କ କାହାଣୀର ଅବତାରଣା କରୁଛୁ

Photo Editor

Binaifer Bharucha

Translator

OdishaLIVE

Lead Illustration

Aunshuparna Mustafi

Want to republish this article? Please write to [email protected] with a cc to [email protected]

Author

Arnab Dutta

ଅନ୍ନଵ ଦତ୍ତ କୋଲକାତାର ଜଣେ ସାମ୍ବାଦିକ, ସେ ବିଭିନ୍ନ ଡିଜିଟାଲ ମିଡିଆ ପ୍ଲାଟଫର୍ମ, ବଙ୍ଗଳା ଖବରକାଗଜ ଏବଂ ଟିଭି ଚ୍ୟାନେଲରେ କାମ କରନ୍ତି। ଅନ୍ନବ ଜଣେ ପେସାଦାର ଅନୁବାଦକ ହୋଇଥିବା ବେଳେ ବଙ୍ଗଳା ଭାଷାରେ କ୍ଷୁଦ୍ରଗଳ୍ପ ମଧ୍ୟ ରଚନା କରନ୍ତି।

Lead Illustration

Aunshuparna Mustafi

ଅଂଶୁପର୍ଣ୍ଣା ମୁସ୍ତାଫି କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟରୁ ତୁଳନାତ୍ମକ ସାହିତ୍ୟରେ ଅଧ୍ୟୟନ କରିଛନ୍ତି। କାହାଣୀ କହିବାର ବିଭିନ୍ନ ମାର୍ଗ, ଭ୍ରମଣ ସାହିତ୍ୟ, ବିଭାଜନ କାହାଣୀ ଓ ମହିଳା ଅଧ୍ୟୟନ ଆଦି ବିଭିନ୍ନ କ୍ଷେତ୍ରରେ ତାଙ୍କର ରୁଚି ରହିଛି।

Photo Editor

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Editor

Smita Khator

ସ୍ମିତା ଖାଟୋର ହେଉଛନ୍ତି ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ୍‌ ଇଣ୍ଡିଆ (ପରୀ)ର ଭାରତୀୟ ଭାଷା କାର୍ଯ୍ୟକ୍ରମ ପରୀଭାଷାର ମୁଖ୍ୟ ଅନୁବାଦ ସମ୍ପାଦକ। ଅନୁବାଦ, ଭାଷା ଏବଂ ଅଭିଲେଖ ଆଦି ହେଉଛି ତାଙ୍କ କାର୍ଯ୍ୟ କ୍ଷେତ୍ର। ସେ ମହିଳାମାନଙ୍କ ସମସ୍ୟା ଏବଂ ଶ୍ରମ ସମ୍ପର୍କରେ ଲେଖନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।