the-poisoned-taps-of-peeragarhi-or

New Delhi, Delhi

Apr 10, 2025

ପୀରାଗଢ଼ୀର ବିଷାକ୍ତ ନଳ

ଦିଲ୍ଲୀରେ ମେଟ୍ରୋ ରେଳ ସମ୍ପ୍ରସାରଣ ପାଇଁ ନିର୍ମାଣ କାର୍ଯ୍ୟରେ ଭୂତଳ ପାଣି ପାଇପଲାଇନ ଓ ନର୍ଦ୍ଦମା ଲାଇନକୁ ଉପାଡ଼ି ଦେଇଥିଲା। ଏଠାକାର ବାସିନ୍ଦାମାନେ ମୁଖ୍ୟତଃ ଦିନ ମଜୁରିଆ ହୋଇଥିବା ବେଳେ ସେମାନଙ୍କୁ ପିଇବା ପାଣି କିଣିବା ଲାଗି ଦୈନିକ ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି

Want to republish this article? Please write to [email protected] with a cc to [email protected]

Author

Nitya Choubey

ନିତ୍ୟା ଚୌବେ ଦିଲ୍ଲୀରେ ରହୁଥିବା ଜଣେ ମଲ୍ଟିମିଡିଆ ସାମ୍ବାଦିକ। ସେ ମହିଳାଙ୍କ ସ୍ୱାସ୍ଥ୍ୟ, ଦିଲ୍ଲୀର ସହରୀ ପରିଦୃଶ୍ୟ, କଳା ଓ ସଂସ୍କୃତି ଉପରେ ଖବର ସଂଗ୍ରହ କରିଥା’ନ୍ତି।

Editor

Kavitha Iyer

କବିତା ଆୟାର ୨୦ ବର୍ଷ ଧରି ସାମ୍ବାଦିକତା କରି ଆସୁଛନ୍ତି। ସେ ‘ଲ୍ୟାଣ୍ଡସ୍କେପ୍ସ ଅଫ ଲସ୍ : ଦ ଷ୍ଟୋରୀ ଅପ୍ ଆନ ଇଣ୍ଡିଆ ଡ୍ରଟ୍’ (ହାର୍ପର କଲ୍ଲିନ୍ସ, ୨୦୨୧) ପୁସ୍ତକର ଲେଖିକା।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।