the-last-drops-of-castor-oil-in-jambhali-or

Kolhapur, Maharashtra

Jan 20, 2024

ଜାମ୍ଭଳିରେ ଜଡ଼ା ତେଲର ଶେଷ ବିନ୍ଦୁ

କୋହ୍ଲାପୁର ଜିଲ୍ଲାରେ ଆଖି ପାଉନଥିବା ଆଖୁ କ୍ଷେତ ମଝିରେ ନାରାୟଣ ଓ କୁସୁମ ଗାଏକୱାଡ଼ଙ୍କ ଜଡ଼ା ଫସଲ ଜମି ଭିନ୍ନ ଦେଖାଯାଏ। ଦୀର୍ଘ ଛଅ ଦଶନ୍ଧି ହେବ, ସେମାନେ ଜଡ଼ା ଚାଷ କରି ଆସୁଛନ୍ତି ଏବଂ ହାତରେ ଏହାର ମଞ୍ଜିରୁ ତେଲ ବାହାର କରିଥା’ନ୍ତି - ବର୍ତ୍ତମାନ ଏହି ପଦ୍ଧତିର ଖୁବ୍‌ କମ୍‌ ଚାହିଦା ରହିଛି

Want to republish this article? Please write to [email protected] with a cc to [email protected]

Author

Sanket Jain

ସାଙ୍କେତ ଜୈନ ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥାପିତ ଜଣେ ନିରପେକ୍ଷ ସାମ୍ବାଦିକ । ସେ ୨୦୨୨ର ଜଣେ ବରିଷ୍ଠ ପରୀ ସଦସ୍ୟ ଏବଂ ୨୦୧୯ର ଜଣେ ପରୀ ସଦସ୍ୟ ।

Editor

Dipanjali Singh

ଦୀପାଞ୍ଜଳି ସିଂ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ସହାୟକ ସମ୍ପାଦିକା। ସେ ପରୀ ଲାଇବ୍ରେରୀ ପାଇଁ ଗବେଷଣା କରିବା ସହିତ ଦସ୍ତାବିଜ ପ୍ରସ୍ତୁତ କରିଥାନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।