the-last-chukker-of-the-polo-ball-craftsman-or

Howrah, West Bengal

Dec 15, 2023

ଦିଓଲପୁରର ଶେଷ ପୋଲୋ ବଲ୍‌ କାରିଗର

ରଞ୍ଜିତ ମଲ ହାଓଡ଼ା ଜିଲ୍ଲାର ଦିଓଲପୁର ଜନଗଣନା ସହରରେ ଜଣେ ମାତ୍ର ବ୍ୟକ୍ତି ଯିଏକି ବାଉଁଶ ମୂଳରେ ପୋଲୋ ବଲ୍‌ ତିଆରି କରିପାରନ୍ତି - ଏହା ଏପରି ଏକ କୌଶଳ ଯାହାକି ନିଜର ପ୍ରାସଙ୍ଗିକତା ହରାଇ ଦେଇଛି କାରଣ ଏହି ବଲ୍‌ ସ୍ଥାନରେ ମେସିନରେ ତିଆରି ହୋଇଥିବା ଫାଇବରଗ୍ଲାସ୍‌ ବଲ୍‌ ବ୍ୟବହାର କରାଯାଉଛି । କିନ୍ତୁ ରଞ୍ଜିତଙ୍କୁ ଗତ ଚାରି ଦଶନ୍ଧି ଧରି ଜୀବିକା ପ୍ରଦାନ କରିଥିବା ଏହି ଶିଳ୍ପ କାରିଗରୀର ସ୍ମୃତି ଓ ଅନୁଭବ ଏବେ ବି ତାଙ୍କ ସାଥୀରେ ରହିଛି

Want to republish this article? Please write to [email protected] with a cc to [email protected]

Author

Shruti Sharma

ଶ୍ରୁତି ଶର୍ମା ଜଣେ ଏମଏମଏଫ୍ ପରୀ ବ୍ୟକ୍ତିତ୍ୱ (୨୦୨୨-୨୦୨୩)। ସେ କୋଲକାତାର ସେଣ୍ଟର ଫର୍ ଷ୍ଟଡିଜ୍ ଇନ୍ ସୋସିଆଲ୍ ସାଇନ୍ସରେ ଭାରତରେ କ୍ରୀଡା ସାମଗ୍ରୀ ନିର୍ମାଣର ସାମାଜିକ ଇତିହାସ ସଂପର୍କରେ ପିଏଚଡି କରିବା ଦିଗରେ କାମ କରୁଛନ୍ତି।

Editor

Dipanjali Singh

ଦୀପାଞ୍ଜଳି ସିଂ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ସହାୟକ ସମ୍ପାଦିକା। ସେ ପରୀ ଲାଇବ୍ରେରୀ ପାଇଁ ଗବେଷଣା କରିବା ସହିତ ଦସ୍ତାବିଜ ପ୍ରସ୍ତୁତ କରିଥାନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।