the-language-of-the-fish-frogs-and-a-few-fractured-poems-or

Jalpaiguri, West Bengal

Sep 25, 2025

ମାଛ, ବେଙ୍ଗ ଓ କେତୋଟି ଭଙ୍ଗୁର କବିତାର ଭାଷା

ଏକଦା ଆମେ ଜାଣିଥିବା ଜୀବନ, ଜୀବିକା, ଜଳବାୟୁ ଓ ପୃଥିବୀ ଆଦି କ୍ଷତିଗ୍ରସ୍ତ ହେବା ସହ ଭାଷାର କ୍ଷୟକୁ ଘେନି ଜଣେ କବି ପ୍ରକାଶ କରୁଛନ୍ତି ତାଙ୍କର ଶୋକ । ଏ ସବୁକିଛି ଘଟିଛି ଲୋଭ ଓ କ୍ଷମତା ପାଇଁ

Want to republish this article? Please write to [email protected] with a cc to [email protected]

Author

Moumita Alam

ମୌମିତା ଆଲମ ହେଉଛନ୍ତି ପଶ୍ଚିମବଙ୍ଗର ଜଣେ କବି। ତାଙ୍କର ଦୁଇଟି କବିତା ସଂକଳନ ପ୍ରକାଶିତ – ‘ଦ ମ୍ୟୁଜିଙ୍ଗସ ଅଫ ଦି ଡାର୍କ’ (‘ଅନ୍ଧକାରର ଗୀତ’) ଓ ‘ପୋଏମ୍ସ ଆଟ ଡେ’ବ୍ରେକ’ (‘ଭୋର ବେଳର କବିତା’)। ତାଙ୍କ କୃତିସମୂହ ତେଲୁଗୁ ଓ ତାମିଲ ଭାଷାରେ ମଧ୍ୟ ଅନୁଦିତ।

Editor

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ‘ପରୀ’ର ଜଣେ ବରିଷ୍ଠ ସଂପାଦକ ଏବଂ ସେ ‘ପରୀ’ର ସୃଜନଶୀଳ ଲେଖା ବିଭାଗର ମୁଖ୍ୟ । ସେ ମଧ୍ୟ ‘ପରୀଭାଷା’ ଟିମ୍‌ର ଜଣେ ସଦସ୍ୟ ଏବଂ ଗୁଜରାଟୀ ଲେଖାର ଅନୁବାଦ ଓ ସଂପାଦନା କରନ୍ତି । ତାଙ୍କର ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ଅନେକ କବିତା ପ୍ରକାଶ ପାଇଛି।

Illustration

Atharva Vankundre

ଅଥର୍ବ ବନକୁନ୍ଦ୍ରେ ମୁମ୍ବାଇର ଜଣେ ଚିତ୍ରକର ଏବଂ କାହାଣୀକାର। ସେ ଜୁଲାଇରୁ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ PARIରେ ଇଣ୍ଟର୍ନ ଭାବେ କାର୍ଯ୍ୟ କରିସାରିଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।