the-dulduli-and-dalkhai-artists-of-sambalpur-or

Sambalpur, Odisha

Sep 25, 2023

ସମ୍ବଲପୁରର ଦୁଲଦୁଲି ଏବଂ ଡାଲଖାଇ କଳାକାର

ପଶ୍ଚିମ ଓଡ଼ିଶାରେ ଦଳିତ, ଆଦିବାସୀ ଓ ବ୍ରାହ୍ମଣ ସମାଜର କୁଶଳୀ କଳାକାରମାନେ ଢୋଲ, ନିଶାନ, ତାଶା, ମହୁରୀ ଓ ଖରତାଲ ବଜାଇ ସଙ୍ଗୀତ ପରିବେଷଣ କରିଥାନ୍ତି

Want to republish this article? Please write to [email protected] with a cc to [email protected]

Author

Shakti Sekhar Panigrahi

ଶକ୍ତି ଶେଖର ପାଣିଗ୍ରାହୀ ନିକଟରେ ଅଜିମ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟରୁ ବିକାଶ ପାଠ୍ୟକ୍ରମରେ ସ୍ନାତକୋତ୍ତର ଶିକ୍ଷା ଶେଷ କରିଛନ୍ତି। ସେ ନିଜେ ଜଣେ ସଙ୍ଗୀତକାର ହୋଇଥିବାରୁ, ସମ୍ବଲପୁରରେ ସେ ଯେଉଁ ସଙ୍ଗୀତ ସଂସ୍କୃତି ଭିତରେ ବଢ଼ିଛନ୍ତି ତାହା ସହ ଜଡ଼ିତ ଜୀବିକାକୁ ନେଇ ଲେଖିବା ପାଇଁ ସେ ରୁଚି ରଖନ୍ତି।

Editor

Riya Behl

ରିୟା ବେହ୍‌ଲ ପିପୁଲ୍‌ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆ (PARI)ର ବରିଷ୍ଠ ସହକାରୀ ସଂପାଦକ । ଜଣେ ମଲ୍‌ଟିମିଡିଆ ସାମ୍ବାଦିକ ହିସାବରେ ସେ ଲିଙ୍ଗଗତ ଏବଂ ଶିକ୍ଷା ସମ୍ବନ୍ଧୀୟ ବିଷୟରେ ଲେଖାଲେଖି କରନ୍ତି । PARI ପାଇଁ ରିପୋର୍ଟଂ କରୁଥିବା ଛାତ୍ରଛାତ୍ରୀ ଏବଂ PARIର ଲେଖାକୁ ଶ୍ରେଣୀଗୃହରେ ପହଞ୍ଚାଇବା ଲକ୍ଷ୍ୟରେ ଶିକ୍ଷକମାନଙ୍କ ସହିତ ମଧ୍ୟ ରିୟା କାର୍ଯ୍ୟ କରନ୍ତି।

Editor

Kruti Nakum

କୃତି ନାକୁମ ବେଙ୍ଗାଲୁରୁ ସ୍ଥିତ ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଷୟର ସ୍ନାତକୋତ୍ତର ଛାତ୍ରୀ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।