ପରୀ ଭାଷା ହେଉଛି ଆମର ଅଭିନବ ଭାରତୀୟ ଭାଷା କାର୍ଯ୍ୟକ୍ରମ ଯାହା ବିଭିନ୍ନ ଭାରତୀୟ ଭାଷାରେ ପରୀ କାହାଣୀଗୁଡ଼ିର ରିପୋର୍ଟିଂ ଏବଂ ଅନୁବାଦକୁ ସମର୍ଥନ କରିଥାଏ। ପରୀରେ ପ୍ରତ୍ୟେକ କାହାଣୀର ଯାତ୍ରାରେ ଅନୁବାଦ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ସମ୍ପାଦକ, ଅନୁବାଦକ ଓ ସ୍ୱେଚ୍ଛାସେବୀଙ୍କୁ ନେଇ ଆମ ସହଯୋଗୀମାନେ ଦେଶର ବିବିଧ ଭାଷାଗତ ଓ ସାଂସ୍କୃତିକ ପରିଦୃଶ୍ୟକୁ ପ୍ରତିନିଧିତ୍ୱ କରିଥାନ୍ତି ଏବଂ କାହାଣୀଗୁଡ଼ିକ ଯେଉଁ ଲୋକମାନଙ୍କ ଠାରୁ ଆସିଛି ପୁଣିଥରେ ସେମାନଙ୍କ ପାଖକୁ ଫେରିଯାଉ ଓ ସେମାନଙ୍କର ପ୍ରତିନିଧିତ୍ୱ କରୁ ବୋଲି ସୁନିଶ୍ଚିତ କରିଛନ୍ତି।