the-bangle-karigars-of-hyderabad-or

Hyderabad, Telangana

Mar 17, 2025

ହାଇଦ୍ରାବାଦର ଚୁଡ଼ି କାରିଗର

ସହରର ଲାଖ ଚୁଡ଼ି ଖୁବ୍‌ ପ୍ରସିଦ୍ଧ ଏବଂ ଅଖିଲ ଓ ହଜିଲ୍‌ ଦୁଇ ଭାଇ ସେହି କେତେ ଜଣ ଶେଷ କାରିଗରମାନଙ୍କ ମଧ୍ୟରୁ ଅନ୍ୟତମ ଯେଉଁମାନେ ହାତରେ ଚୁଡ଼ି ତିଆରି କରିଥା’ନ୍ତି

Want to republish this article? Please write to [email protected] with a cc to [email protected]

Author

Amrutha Kosuru

ଅମୃତା କୋସୁରୁ ଜଣେ ନିରପେକ୍ଷ ସାମ୍ବାଦିକା ଏବଂ ୨୦୨୨ର ପରୀ ଫେଲୋ। ସେ ଏସିଆନ୍‌ କଲେଜ୍‌ ଅଫ୍‌ ଜର୍ଣ୍ଣାଲିଜମ୍‌ର ଜଣେ ସ୍ନାତକ ଏବଂ ୨୦୨୪ର ଫୁଲ୍ ବ୍ରାଇଟ୍‌-ନେହରୁ ଫେଲୋ

Editor

Siddhita Sonavane

ସିଦ୍ଧିତା ସୋନାଭାନେ ଜଣେ ସାମ୍ବାଦିକ ତଥା ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆରେ ବିଷୟବସ୍ତୁ ସମ୍ପାଦକ। ସେ ୨୦୨୨ ମସିହାରେ ମୁମ୍ବାଇର ଏସଏନଡିଟି ମହିଳା ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ସମାପ୍ତ କରିଥିଲେ ଏବଂ ବର୍ତ୍ତମାନ ସେଠାକାର ଇଂରାଜୀ ବିଭାଗରେ ଜଣେ ଭିଜିଟିଂ ଫାକଲ୍ଟି ଭାବରେ କାର୍ଯ୍ୟ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।