tamta-the-coppersmiths-of-uttarakhand-or

Almora, Uttarakhand

Sep 11, 2025

ଟମଟା: ଉତ୍ତରାଖଣ୍ଡର ତାମ୍ରକାର

ପୂଜାପାଠ ଓ ଅନ୍ୟାନ୍ୟ କର୍ମକର୍ମାଣି ଲାଗି ଆବଶ୍ୟକ ସାମଗ୍ରୀ ତିଆରି କରି, ଉତ୍ତରାଖଣ୍ଡରେ ଶହ ଶହ ବର୍ଷ ପୁରୁଣା ତମ୍ବା କାରିଗରୀକୁ ଅବ୍ୟାହତ ରଖିଛନ୍ତି ଅଳ୍ପ କେତେକ ଦଳିତ ସଂପ୍ରଦାୟର ତାମ୍ରକାର

Want to republish this article? Please write to [email protected] with a cc to [email protected]

Author

Prakhar Dobhal

ପ୍ରଖର ଡୋଭାଲ ୨୦୨୫ର ଜଣେ ପରୀ-ଏମଏମଏଫ୍ ଫେଲୋ। ସେ ବିଭିନ୍ନ ଗ୍ରାମୀଣ ପ୍ରସଙ୍ଗ, ରାଜନୀତି ଏବଂ ସଂସ୍କୃତି ସଂପର୍କରେ ରିପୋର୍ଟିଂ କରିବାରେ ଆଗ୍ରହ ରଖୁଥିବା ଜଣେ ଉତ୍ସାହୀ ଫଟୋଗ୍ରାଫର ଏବଂ ବୃତ୍ତଚିତ୍ର ନିର୍ମାତା ।

Author

Swara Garge

ସ୍ୱରା ଗାର୍ଗେ ୨୦୨୫ର ଜଣେ ପରୀ-ଏମଏମଏଫ୍ ଫେଲୋ। ସେ ଜଣେ ଦୃଶ୍ୟଭିତ୍ତିକ କାହାଣୀକାର ଯେ କି ଗ୍ରାମୀଣ ପ୍ରସଙ୍ଗ, ସଂସ୍କୃତି ଏବଂ ଅର୍ଥ ବ୍ୟବସ୍ଥାରେ ଆଗ୍ରହୀ ।

Editor

Priti David

ପ୍ରୀତି ଡେଭିଡ୍‌ ‘ପରୀ’ର କାର୍ଯ୍ୟନିର୍ବାହୀ ସଂପାଦିକା । ସେ ଜଙ୍ଗଲ, ଆଦିବାସୀ ଏବଂ ଜୀବିକା ଉପରେ ଲେଖନ୍ତି । ପ୍ରୀତି ମଧ୍ୟ ‘ପରୀ’ର ଶିକ୍ଷା ବିଭାଗର ମୁଖ୍ୟ ଏବଂ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ଶ୍ରେଣୀଗୃହ ଏବଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବା ଲାଗି ବିଭିନ୍ନ ସ୍କୁଲ୍‌ ଏବଂ କଲେଜ ସହିତ କାର୍ଯ୍ୟରତ ।

Photo Editor

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।