switching-guns-for-umbrellas-or

Kozhikode, Kerala

Oct 12, 2025

ବନ୍ଧୁକ ବଦଳରେ ଛତା

ଦିନେ ସେ ଥିଲେ ଜଣେ ଅଗ୍ନିବର୍ଷୀ ନକ୍ସଲପନ୍ଥୀ, ଯେ କି ସଶସ୍ତ୍ର ବିଦ୍ରୋହ କରି ବର୍ଷ ବର୍ଷ ଜେଲରେ କାଟିଥିଲେ । ଆଉ ଆଜି, ବୟସର ନବମ ଦଶକରେ, ଛତା ତିଆରି କରି ବିକୁଛନ୍ତି ଆୟିନୁର (ଗ୍ରୋ) ବାସୁ । ଏ କେବଳ ଏକ ଜୀବିକା ନୁହେଁ, ତା’ଠାରୁ ଢେର ଅଧିକ, ଆତ୍ମସମ୍ମାନ ଓ ସ୍ୱାଧୀନତାର ପ୍ରତୀକ ଏହି ଛତା, ଏମିତି ଜଣେ ମଣିଷ ପାଇଁ, ଯିଏ ବନ୍ଧୁକ ବଦଳରେ କପଡ଼ା ଏବଂ ବିଦ୍ରୋହ ବଦଳରେ ସାମାଜିକ ବୁଝାମଣାକୁ ଆଦରି ନେଇଛନ୍ତି

Photographer

Praveen K

Photo Editor

Binaifer Bharucha

Video Editor

Shreya Katyayini

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

K.A. Shaji

କେ.ଏ. ଶାଜି କେରଳର ଜଣେ ସାମ୍ବାଦିକ । ସେ ମାନବିକ ଅଧିକାର, ପରିବେଶ, ଜାତି, ନିଷ୍ପେଷିତ ସଂପ୍ରଦାୟ ଏବଂ ଜୀବିକା ପ୍ରସଙ୍ଗରେ ଲେଖନ୍ତି ।

Photographer

Praveen K

ପ୍ରବୀଣ କେ. କେରଳ କୋଝିକୋଡର ଜଣେ ସ୍ୱାବଲମ୍ବୀ ଫଟୋ ସାମ୍ବାଦିକ

Editor

Priti David

ପ୍ରୀତି ଡେଭିଡ୍‌ ‘ପରୀ’ର କାର୍ଯ୍ୟନିର୍ବାହୀ ସଂପାଦିକା । ସେ ଜଙ୍ଗଲ, ଆଦିବାସୀ ଏବଂ ଜୀବିକା ଉପରେ ଲେଖନ୍ତି । ପ୍ରୀତି ମଧ୍ୟ ‘ପରୀ’ର ଶିକ୍ଷା ବିଭାଗର ମୁଖ୍ୟ ଏବଂ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ଶ୍ରେଣୀଗୃହ ଏବଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବା ଲାଗି ବିଭିନ୍ନ ସ୍କୁଲ୍‌ ଏବଂ କଲେଜ ସହିତ କାର୍ଯ୍ୟରତ ।

Photo Editor

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Video Editor

Shreya Katyayini

ଶ୍ରେୟା କାତ୍ୟାୟିନୀ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ଚଳଚ୍ଚିତ୍ର ନିର୍ମାତା ଏବଂ ବରିଷ୍ଠ ଭିଡିଓ ସମ୍ପାଦକ। ସେ ମଧ୍ୟ ପରୀ ପାଇଁ ଅଙ୍କନ କରନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।