sweating-to-make-the-sweet-flaky-soul-of-patna-or

Patna, Bihar

Nov 10, 2025

ଝାଳବୁହା ପରିଶ୍ରମରେ ଗଢ଼ା ପାଟନାର ମିଠା ମିଠା ପରିଚୟ

ବିହାରର ରାଜଧାନୀ ନଗରୀ ପାଟନାରେ ତିଆରି ପ୍ରତିଟି ସ୍ୱାଦିଷ୍ଟ ବାକର-ଖାନି ପାଉଁରୁଟି, ପାପ୍ପା ବିସ୍କୁଟ ଏବଂ ଖଜା ମିଠାରେ ଭରି ରହିଛି ତିଷ୍ଠି ରହିବାର ଅଦମ୍ୟ ପ୍ରୟାସ । ହୁଏତ ବେକରୀ କାରିଗରମାନଙ୍କର ଶ୍ରମ ଓ ଦକ୍ଷତାକୁ ଆମେ ସହଜରେ ଭୁଲି ଯାଇଛୁ, ତଥାପି ଏହି କାରିଗରୀ ଓ ପରମ୍ପରା ପ୍ରତି ସେମାନଙ୍କର ନିଷ୍ଠା ଏବେ ବି ସୁସ୍ପଷ୍ଟ

Photo Editor

Binaifer Bharucha

Video Editor

Shreya Katyayini

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Ali Fraz Rezvi

ଅଲି ଫ୍ରାଜ ରିଜ୍‌ଭି ଜଣେ ସ୍ୱାଧୀନ ସାମ୍ବାଦିକ ଏବଂ ଥିଏଟର କଳାକାର। ସେ ୨୦୦୩ର ଜଣେ ‘ପରୀ-ଏମ୍‌ଏମ୍‌ଏଫ୍‌’ ଫେଲୋ।

Editor

Kavitha Iyer

କବିତା ଆୟାର ୨୦ ବର୍ଷ ଧରି ସାମ୍ବାଦିକତା କରି ଆସୁଛନ୍ତି। ସେ ‘ଲ୍ୟାଣ୍ଡସ୍କେପ୍ସ ଅଫ ଲସ୍ : ଦ ଷ୍ଟୋରୀ ଅପ୍ ଆନ ଇଣ୍ଡିଆ ଡ୍ରଟ୍’ (ହାର୍ପର କଲ୍ଲିନ୍ସ, ୨୦୨୧) ପୁସ୍ତକର ଲେଖିକା।

Photo Editor

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Video Editor

Shreya Katyayini

ଶ୍ରେୟା କାତ୍ୟାୟିନୀ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ଚଳଚ୍ଚିତ୍ର ନିର୍ମାତା ଏବଂ ବରିଷ୍ଠ ଭିଡିଓ ସମ୍ପାଦକ। ସେ ମଧ୍ୟ ପରୀ ପାଇଁ ଅଙ୍କନ କରନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।