state-reassures-protesting-ashasonce-again-or

South Mumbai, Maharashtra

Mar 08, 2024

ପୁଣିଥରେ ଆନ୍ଦୋଳନରତ ଆଶା କର୍ମୀଙ୍କୁ ମିଳିଲା ସରକାରୀ ପ୍ରତିଶ୍ରୁତି

ମହାରାଷ୍ଟ୍ରର ୩୬ଟି ଜିଲ୍ଲାରେ ହଜାର ହଜାର ଆଶା କର୍ମୀ-– ମହିଳା ସ୍ୱାସ୍ଥ୍ୟ କର୍ମୀ – ଠିକ୍ ସମୟରେ ଉନ୍ନତ ବେତନ ପାଇଁ ସରକାରୀ ଆଦେଶ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନିକଟରେ ସହରର ଆଜାଦ ମୈଦାନରେ ସେମାନଙ୍କର ଧାରଣା ୨୧ ଦିନ ଧରି ଚାଲିଥିଲା ଏବଂ ସେମାନଙ୍କ ଦାବି ପୂରଣ କରିବା ଲାଗି ସରକାର ପୁନର୍ବାର ପ୍ରତିଶ୍ରୁତି ଦେବା ପରେ ପ୍ରତ୍ୟାହୃତ ହୋଇଥିଲା । ଗତ ଛଅ ମାସ ମଧ୍ୟରେ ସରକାର ସେମାନଙ୍କୁ ତୃତୀୟ ଥର ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ ସବୁ ପ୍ରତିଶ୍ରୁତି କେବଳ କାଗଜକଲମରେ ରହି ଯାଇଛି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହି ସବୁ ମହିଳା, ସେମାନଙ୍କ ଏକତା ଓ ଅଧିକାର ପାଇଁ ସଂଘର୍ଷକୁ ନେଇ ପ୍ରସ୍ତୁତ କାହାଣୀ

Want to republish this article? Please write to [email protected] with a cc to [email protected]

Author

Ritu Sharma

ଋତୁ ଶର୍ମା ପରୀରେ ବିଲୁପ୍ତପ୍ରାୟ ଭାଷା ସମ୍ପାଦକ ଅଟନ୍ତି। ସେ ଭାଷା ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି ଏବଂ ଭାରତରେ କଥିତ ଭାଷାଗୁଡ଼ିକୁ ସଂରକ୍ଷିତ ଓ ପୁନର୍ଜୀବିତ କରିବା ଦିଗରେ କାର୍ଯ୍ୟରତ ଅଛନ୍ତି।

Author

Swadesha Sharma

ସ୍ୱଦେଶା ଶର୍ମା ଜଣେ ଗବେଷିକା ଏବଂ ପିପୁଲସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର କଣ୍ଟେଣ୍ଟ ଏଡିଟର। PARIର ପାଠାଗାର ନିମନ୍ତେ ସମ୍ବଳ ନିୟୋଜନ ସକାଶେ ସେ ସ୍ୱେଚ୍ଛାସେବୀମାନଙ୍କ ସହିତ ମଧ୍ୟ କାର୍ଯ୍ୟ କରନ୍ତି

Editor

P. Sainath

ପି. ସାଇନାଥ, ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ । ସେ ବହୁ ଦଶନ୍ଧି ଧରି ଗ୍ରାମୀଣ ରିପୋର୍ଟର ଭାବେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭସ୍ ଏ ଗୁଡ୍ ଡ୍ରଟ୍’ ଏବଂ ‘ଦ ଲାଷ୍ଟ ହିରୋଜ୍: ଫୁଟ୍ ସୋଲଜର୍ସ ଅଫ୍ ଇଣ୍ଡିଆନ୍ ଫ୍ରିଡମ୍’ ପୁସ୍ତକର ଲେଖକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।