songs-of-the-rann-archive-of-kutchi-folk-songs-or

Jul 20, 2023

ରଣ୍‌ ର ସଙ୍ଗୀତ : କଚ୍ଛୀ ଲୋକଗୀତର ସଂଗ୍ରହ

କଚ୍ଛ ମହିଳା ବିକାଶ ସଂଗଠନର ସହଭାଗିତାରେ ପରୀର ଏହି ମଲ୍ଟିମିଡିଆ ସଂଗ୍ରହ ବା ଆର୍କାଇଭରେ କଚ୍ଛ ଲୋକ ଗୀତର ଏକ ସମୃଦ୍ଧ ସଂଗ୍ରହ ରହିଛି । ୩୪୧ଟି ଗୀତରେ ପ୍ରେମ, ଲାଳସା, କ୍ଷତି, ବିବାହ, ଭକ୍ତି, ମାତୃଭୂମି, ଲିଙ୍ଗଗତ ସଚେତନତା, ଗଣତାନ୍ତ୍ରିକ ଅଧିକାର ଆଦି ବିଷୟବସ୍ତୁ ପ୍ରତିଫଳିତ ହେବା ସହିତ ଛବି, ଭାଷା ଓ ସଙ୍ଗୀତ ଜରିଆରେ ଏହି କ୍ଷେତ୍ରର ପ୍ରଚୁର ବିବିଧତାକୁ ଦର୍ଶାଯାଇଛି । ଗୁଜରାଟର ୩୦୫ ଜଣ ତବଲା ବାଦକ, ଗାୟକ ଓ ବାଦ୍ୟଯନ୍ତ୍ର ବାଦକଙ୍କ ଏକ ଅନୌପଚାରିକ ଦଳ ବିଭିନ୍ନ ପ୍ରକାର ସଙ୍ଗୀତ ପରିବେଶ କରିବା ସହିତ ଲୁପ୍ତପ୍ରାୟ ସ୍ଥିତିରେ ଥିବା ଏକ ସମୃଦ୍ଧ ମୌଖିକ ପରମ୍ପରାକୁ ଜୀବନ୍ତ କରିଥାନ୍ତି । ମରୁଭୂମି ବିସ୍ତର୍ଣ୍ଣ କ୍ଷେତ୍ରରେ ଏମାନଙ୍କର ସ୍ୱର ଧୀରେ ଧୀରେ ନିରବୀ ଯାଉଥିବାରୁ ଏମାନଙ୍କୁ ସଂରକ୍ଷିତ କରି ରଖିବା ବିଶେଷ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି

Want to republish this article? Please write to [email protected] with a cc to [email protected]

Author

PARI Contributors

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।