shepherds-in-palamu-battling-climate-change-or

Palamu, Jharkhand

Sep 18, 2025

ପଲାମୁର ମେଷପାଳକ: ଜଳବାୟୁ ପରିବର୍ତ୍ତନ ସହ ସଂଘର୍ଷରତ

କ୍ରମାଗତ ଭାବେ ବୃଦ୍ଧି ପାଉଥିବା ତାପମାତ୍ରା ଏବଂ ସାରା ଅଞ୍ଚଳରେ ଶୁଖି ଯାଉଥିବା ଜଳାଶୟଗୁଡ଼ିକ ଝାଡ଼ଖଣ୍ଡର ଗ୍ରାମୀଣ ଲୋକମାନଙ୍କୁ ଚାପଗ୍ରସ୍ତ କରୁଛି। ଝାଡ଼ଖଣ୍ଡ ହେଉଛି ସାରା ଦେଶରେ ସର୍ବାଧିକ ଜଳବାୟୁ ବିପଦର ସାମ୍ନା କରୁଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଅନ୍ୟତମ। ଯେଉଁଠାରେ ଦିନେ ସେମାନେ ଗାଁରେ ପହଞ୍ଚିଲେ ଚାରିଆଡ଼େ ଖୁସି ଖେଳି ଯାଉଥିଲା, ଏବେ ସେମାନଙ୍କ ଉପସ୍ଥିତି ଜଣାପଡୁନାହିଁ

Want to republish this article? Please write to [email protected] with a cc to [email protected]

Author

Ashwini Kumar Shukla

ଅଶ୍ୱିନୀ କୁମାର ଶୁକ୍ଳା ଝାଡ଼ଖଣ୍ଡରେ ରହୁଥିବା ଜଣେ ନିରପେକ୍ଷ ସାମ୍ବାଦିକ ଏବଂ ସେ ନୂଆଦିଲ୍ଲୀର ଭାରତୀୟ ଗଣଯୋଗାଯୋଗ ପ୍ରତିଷ୍ଠାନ (୨୦୧୮-୧୯)ରୁ ସ୍ନାତକ ଶିକ୍ଷା ହାସଲ କରିଛନ୍ତି। ସେ ୨୦୨୩ର ପରୀ ଏମଏମ୍ଏଫ୍ ଫେଲୋ।

Editor

Deeptesh Sen

ଦିପ୍ତେସ୍ ସେନ ହେଉଛନ୍ତି ଯାଦବପୁର ବିଶ୍ଵବିଦ୍ୟାଳୟ, କୋଲକାତାର ଜଣେ ପିଏଚଡି ଛାତ୍ର। ତାଙ୍କର ଆଗ୍ରହ ରହିଥିବା କ୍ଷେତ୍ରଗୁଡ଼ିକ ମଧ୍ୟରେ ରହିଛି ବିଂଶ ଶତାବ୍ଦୀର ସାହିତ୍ୟ, ମନସ୍ତାତ୍ତ୍ଵିକ ବିଶ୍ଳେଷଣ, ସାଂସ୍କୃତିକ ଅଧ୍ୟୟନ ଓ ଖେଳକୁଦ। ସେ ଜଣେ ପ୍ରକାଶିତ କବି, ତାଙ୍କର କୃତିଗୁଡ଼ିକ ପ୍ରମୁଖ ଖବରକାଗଜ ଓ ପତ୍ରିକାରେ ବାହାରିଛି, ‘ହାଉସ ଅଫ ସଙ୍ଗ’ ଶୀର୍ଷକରେ ତାଙ୍କ କବିତା ସଂକଳନ ୨୦୧୭ରେ ରାଇଟର୍ସ ୱାର୍କସପ ଦ୍ଵାରା ପ୍ରକାଶିତ।

Photo Editor

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।