selvi-amma-coimbatores-biryani-master-or

Coimbatore, Tamil Nadu

Sep 17, 2024

ସେଲଭି ଆମ୍ମା: କୋଏମ୍ବାଟୁରର ବିରିୟାନୀ ମାଷ୍ଟର

ଜଣେ ଲୋକପ୍ରିୟ ରୋଷେୟାଙ୍କ ବିରିୟାନୀ କୋଏମ୍ବାଟୁର ପୁଲ୍ଲୁକାଡୁ ଅଂଚଳରେ ବେଶ ପ୍ରସିଦ୍ଧ । କେବଳ କ୍ୟାଟରିଂ ସେବା ଯୋଗାଇ ଦିଆଯାଉଥିବା ବେଳେ ଏଠାରେ ୧୫ ଜଣରୁ ଅଧିକ କିନ୍ନର କର୍ମଚାରୀ କାର୍ଯ୍ୟ କରନ୍ତି

Want to republish this article? Please write to [email protected] with a cc to [email protected]

Author

Poongodi Mathiarasu

ପୁଙ୍ଗୋଡ଼ି ମାଦିଆରାସୁ ତାମିଲନାଡୁର ଜଣେ ସ୍ୱାବଲମ୍ବୀ ଲୋକ କଳାକାର ଏବଂ ସେ ଗ୍ରାମୀଣ ଲୋକ କଳାକାର ଓ ସମଲିଙ୍ଗୀ ସଂପ୍ରଦାୟ ପାଇଁ ଅନ୍ତରଙ୍ଗ ଭାବେ କାର୍ଯ୍ୟରତ।

Author

Akshara Sanal

ଅକ୍ଷରା ସାନାଲ ଚେନ୍ନାଇର ଜଣେ ସ୍ୱାବଲମ୍ବୀ ଫଟୋ-ସାମ୍ବାଦିକ ଏବଂ ଆଖପାଖ ଲୋକଙ୍କ ଜୀବନ କାହାଣୀକୁ ନଥିଭୁକ୍ତ କରିବାକୁ ତାଙ୍କର ଆଗ୍ରହ ରହିଛି।

Editor

PARI Desk

ପରୀ ସମ୍ପାଦକୀୟ ବିଭାଗ ଆମ ସମ୍ପାଦନା କାର୍ଯ୍ୟର ପ୍ରମୁଖ କେନ୍ଦ୍ର। ସାରା ଦେଶରେ ଥିବା ଖବରଦାତା, ଗବେଷକ, ଫଟୋଗ୍ରାଫର, ଚଳଚ୍ଚିତ୍ର ନିର୍ମାତା ଓ ଅନୁବାଦକଙ୍କ ସହିତ ସମ୍ପାଦକୀୟ ଦଳ କାର୍ଯ୍ୟ କରିଥାଏ। ସମ୍ପାଦକୀୟ ବିଭାଗ ପରୀ ଦ୍ୱାରା ପ୍ରକାଶିତ ଲେଖା, ଭିଡିଓ, ଅଡିଓ ଏବଂ ଗବେଷଣା ରିପୋର୍ଟର ପ୍ରଯୋଜନା ଓ ପ୍ରକାଶନକୁ ପରିଚାଳନା କରିଥାଏ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।