santhals-in-the-promised-land-of-purnia-or

Purnia, Bihar

Oct 30, 2025

ପୂର୍ଣ୍ଣିଆର ଇପ୍‌ସିତ ଭୂମିରେ ସାନ୍ତାଳ

ଆଜି ବି ବିହାରରେ ସାନ୍ତାଳ ଆଦିବାସୀମାନେ ଶହ ଶହ ବର୍ଷ ପୂର୍ବେ ସେମାନଙ୍କ ପୂର୍ବଜମାନେ ଲଢ଼ିଥିବା ଭୂ-ଅଧିକାର ଲଢ଼େଇ ଜାରି ରଖିଛନ୍ତି, ବିଡ଼ମ୍ବନାର କଥା ଯେ ବିହାର ହେଉଛି ସ୍ୱାଧୀନତା ପରେ ଭୂ-ସଂସ୍କାର ଆଇନ ପ୍ରଣୟନ କରିଥିବା ପ୍ରଥମ ରାଜ୍ୟଗୁଡ଼ିକ ମଧ୍ୟରୁ ଅନ୍ୟତମ

Want to republish this article? Please write to [email protected] with a cc to [email protected]

Author

Umesh Kumar Ray

ଉମେଶ କୁମାର ରାୟ ହେଉଛନ୍ତି ତକ୍ଷଶିଳା-ପରୀ ବରିଷ୍ଠ ଫେଲୋଶିପର ପ୍ରଥମ ପ୍ରାପକ (୨୦୨୫) । ସେ ବିହାରରେ ରହୁଥିବା ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଓ ସମାଜର ଦୁର୍ବଳ ଶ୍ରେଣୀ ବିଷୟରେ ଲେଖନ୍ତି। ଉମେଶ ୨୦୨୨ରେ ‘ପରୀ ଫେଲୋ’ ଥିଲେ ।

Editor

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ‘ପରୀ’ର ଜଣେ ବରିଷ୍ଠ ସଂପାଦକ ଏବଂ ସେ ‘ପରୀ’ର ସୃଜନଶୀଳ ଲେଖା ବିଭାଗର ମୁଖ୍ୟ । ସେ ମଧ୍ୟ ‘ପରୀଭାଷା’ ଟିମ୍‌ର ଜଣେ ସଦସ୍ୟ ଏବଂ ଗୁଜରାଟୀ ଲେଖାର ଅନୁବାଦ ଓ ସଂପାଦନା କରନ୍ତି । ତାଙ୍କର ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ଅନେକ କବିତା ପ୍ରକାଶ ପାଇଛି।

Photo Editor

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।