rights-on-paper-struggles-on-ground-or

Budgam, Jammu and Kashmir

Dec 06, 2023

କାଗଜପତ୍ରରେ ଅଧିକାର, ବାସ୍ତବ କ୍ଷେତ୍ରରେ ସଂଘର୍ଷ

ବିଭିନ୍ନ ସରକାରୀ କଲ୍ୟାଣମୂଳକ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହିମାଳୟ ପାର୍ବତ୍ୟାଞ୍ଚଳର ପଶୁପାଳକମାନେ। ଜଙ୍ଗଲ ଉପରେ ଅଧିକାର, ଏମିତି କି ଖାଉଟି କାର୍ଡ ଖଣ୍ଡେ ବି ସେମାନଙ୍କୁ ମିଳୁନାହିଁ। ଏସବୁ କ୍ଷେତ୍ରରେ ରାଜ୍ୟର ଉତ୍ତରଦାୟିତ୍ବ ନିର୍ଦ୍ଧାରଣ ଦିଗରେ ଉଦ୍ୟମ କରି, ଅବଦୁଲ ରଶିଦ ଶେଖ ଏବଂ ନାଜିର ଅହମଦ ଡିଣ୍ଡାଙ୍କ ଭଳି କେତେ ଜଣ ସୂଚନା ଅଧିକାର କର୍ମୀ ପାଲଟି ଯାଇଛନ୍ତି

Want to republish this article? Please write to [email protected] with a cc to [email protected]

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Author

Rudrath Avinashi

ରୁଦ୍ରାଥ ଅବିନାଶୀ, ଗବେଷଣା ଓ ନଥିପ୍ରସ୍ତୁତି ଜରିଆରେ ଗୋଷ୍ଠୀ ସଂରକ୍ଷିତ ବିଷୟ ଉପରେ କାମ କରନ୍ତି। ସେ ‘କଳ୍ପବୃକ୍ଷ’ର ଜଣେ ସଦସ୍ୟ।

Editor

Sarbajaya Bhattacharya

ସର୍ବଜୟା ଭଟ୍ଟାଚାର୍ଯ୍ୟ ପରୀର ଜଣେ ବରିଷ୍ଠ ସହାୟିକା ସମ୍ପାଦିକା । ସେ ମଧ୍ୟ ଜଣେ ଅଭିଜ୍ଞ ବଙ୍ଗଳା ଅନୁବାଦିକା। କୋଲକାତାରେ ରହୁଥିବା ସର୍ବଜୟା, ସହରର ଇତିହାସ ଓ ଭ୍ରମଣ ସାହିତ୍ୟ ପ୍ରତି ଆଗ୍ରହୀ।