portrait-of-an-artist-in-majuli-or

Majuli, Assam

Oct 06, 2023

ମାଜୁଲିରେ ଜଣେ କଳାକାରଙ୍କ ପ୍ରତିକୃତି

ରମେଶ ଦତ୍ତ ଜଣେ ଚିତ୍ରଶିଳ୍ପୀ, ସ୍ଥପତି, ମୁଖା-କାରିଗର ଏବଂ ଅନେକ ବାଦ୍ୟଯନ୍ତ୍ରର ବାଦକ। ଆସାମର ବ୍ରହ୍ମପୁତ୍ର ନଦୀରେ ଅବସ୍ଥିତ ଏହି ଦ୍ୱୀପରେ ଆୟୋଜିତ ଅନେକ ରଙ୍ଗମଞ୍ଚ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୋଇଛି ତାଙ୍କର ବହୁମୁଖୀ ପ୍ରତିଭା

Want to republish this article? Please write to [email protected] with a cc to [email protected]

Author

Prakash Bhuyan

ପ୍ରକାଶ ଭୂୟାଁ ଆସାମର ଜଣେ କବି ଓ ଫଟୋଗ୍ରାଫର। ସେ ୨୦୨୨-୨୩ର ଜଣେ MMF-PARI ଫେଲୋ ଯେ କି ଆସାମର ମାଜୁଲିରେ କଳା ଓ ହସ୍ତଶିଳ୍ପ ପରମ୍ପରା ସଂପର୍କରେ ରିପୋର୍ଟ କରିଥିଲେ

Editor

Swadesha Sharma

ସ୍ୱଦେଶା ଶର୍ମା ଜଣେ ଗବେଷିକା ଏବଂ ପିପୁଲସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର କଣ୍ଟେଣ୍ଟ ଏଡିଟର। PARIର ପାଠାଗାର ନିମନ୍ତେ ସମ୍ବଳ ନିୟୋଜନ ସକାଶେ ସେ ସ୍ୱେଚ୍ଛାସେବୀମାନଙ୍କ ସହିତ ମଧ୍ୟ କାର୍ଯ୍ୟ କରନ୍ତି

Photo Editor

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।