people-question-our-identity-all-the-time-or

Sonipat, Haryana

Apr 13, 2024

‘ଆମ ପରିଚୟକୁ ନେଇ ଲୋକମାନେ ସବୁବେଳେ ସନ୍ଦେହ କରନ୍ତି’

ଆସାମରୁ ଆସିଥିବା ଅନେକ ପ୍ରବାସୀ ହରିୟାଣାର ଏହି ଗାଁରେ ରୁହନ୍ତି ଏବଂ କବାଡ଼ିଆ ସାମଗ୍ରୀ ସଂଗ୍ରହ କରିବା କାମ କରନ୍ତି। ସେମାନଙ୍କୁ କେବଳ ଏହି କାମ ହିଁ ମିଳିଥାଏ। ଲଗାତାର ଦୀର୍ଘ ସମୟ ଧରି କାମ କରିବା, ସାମାଜିକ ଓ ସାଂସ୍କୃତିକ ଭେଦଭାବର ଶିକାର ହେବା, କଠିନ କାର୍ଯ୍ୟ ଓ ଜୀବନ ନିର୍ବାହ ପରିସ୍ଥିତିର ସାମ୍ନା କରିବା ସତ୍ତ୍ୱେ ଏସବୁ ସହିବା ଛଡ଼ା ସେମାନଙ୍କ ପାଖରେ ଅନ୍ୟ କୌଣସି ରାସ୍ତା ନାହିଁ ବୋଲି ସେମାନେ କୁହନ୍ତି

Student Reporter

Harsh Choudhary

Editor

PARI Desk

Translator

OdishaLIVE

Want to republish this article? Please write to [email protected] with a cc to [email protected]

Student Reporter

Harsh Choudhary

ହର୍ଷ ଚୌଧୁରୀ ସୋନିପତ ଅଶୋକା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର। ସେ ମଧ୍ୟପ୍ରଦେଶର କୁକ୍‌ଡ଼େଶ୍ୱରରେ ବଢ଼ିଛନ୍ତି।

Editor

PARI Desk

ପରୀ ସମ୍ପାଦକୀୟ ବିଭାଗ ଆମ ସମ୍ପାଦନା କାର୍ଯ୍ୟର ପ୍ରମୁଖ କେନ୍ଦ୍ର। ସାରା ଦେଶରେ ଥିବା ଖବରଦାତା, ଗବେଷକ, ଫଟୋଗ୍ରାଫର, ଚଳଚ୍ଚିତ୍ର ନିର୍ମାତା ଓ ଅନୁବାଦକଙ୍କ ସହିତ ସମ୍ପାଦକୀୟ ଦଳ କାର୍ଯ୍ୟ କରିଥାଏ। ସମ୍ପାଦକୀୟ ବିଭାଗ ପରୀ ଦ୍ୱାରା ପ୍ରକାଶିତ ଲେଖା, ଭିଡିଓ, ଅଡିଓ ଏବଂ ଗବେଷଣା ରିପୋର୍ଟର ପ୍ରଯୋଜନା ଓ ପ୍ରକାଶନକୁ ପରିଚାଳନା କରିଥାଏ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।