my-tarpa-is-my-deity-or

Palghar, Maharashtra

Feb 22, 2024

‘ମୋ ତାରପା ହେଉଛି ମୋ ଦେବତା’

ଭିକ୍‌ଲ୍ୟା ଲାଡ୍‌କ୍ୟା ଧିନ୍ଦା ହେଉଛନ୍ତି ଜଣେ ୱର୍ଲି ଆଦିବାସୀ। ଏହି ୮୯ ବର୍ଷ ବୟସ୍କ ସଙ୍ଗୀତଜ୍ଞ ୱାଲ୍‌ୱାନ୍ଦେରେ ରୁହନ୍ତି ଏବଂ ବାଉଁଶ ଓ ଶୁଖିଲା ଲାଉରୁ ତିଆରି ଏକ ପାରମ୍ପରିକ ବାଦ୍ୟଯନ୍ତ୍ର ତାରପା ବଜାନ୍ତି। ତାଙ୍କ କହିବା ଅନୁଯାୟୀ ତାଙ୍କର ସଙ୍ଗୀତ ଓ ବିଶ୍ୱାସର କାହାଣୀ ଶୁଣନ୍ତୁ

Translator

OdishaLIVE

Photos and Video

Siddhita Sonavane

Want to republish this article? Please write to [email protected] with a cc to [email protected]

Author

Bhiklya Ladkya Dhinda

ଭିକ୍‌ଲ୍ୟା ଲାଡ୍‌କ୍ୟା ଧିନ୍ଦା ହେଉଛନ୍ତି ଜଣେ ପୁରସ୍କୃତ ୱାର୍ଲି ତାରପା ବାଦକ ସେ ପାଳଘର ଜିଲ୍ଲାର ଜୱହାର ବ୍ଲକ୍‌ର ୱାଲ୍‌ୱାନ୍ଦେର ନିବାସୀ। ତାଙ୍କର ସଦ୍ୟତମ ସମ୍ମାନ ହେଉଛି ୨୦୨୨ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର। ତାଙ୍କର ବୟସ ୮୯।

Photos and Video

Siddhita Sonavane

ସିଦ୍ଧିତା ସୋନାଭାନେ ଜଣେ ସାମ୍ବାଦିକ ତଥା ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆରେ ବିଷୟବସ୍ତୁ ସମ୍ପାଦକ। ସେ ୨୦୨୨ ମସିହାରେ ମୁମ୍ବାଇର ଏସଏନଡିଟି ମହିଳା ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ସମାପ୍ତ କରିଥିଲେ ଏବଂ ବର୍ତ୍ତମାନ ସେଠାକାର ଇଂରାଜୀ ବିଭାଗରେ ଜଣେ ଭିଜିଟିଂ ଫାକଲ୍ଟି ଭାବରେ କାର୍ଯ୍ୟ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।